Browsing Tag

sonam wangchuk

ସୋନମ ୱାଙ୍ଗଚୁକଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟ ଗଲେ ପତ୍ନୀ ଗୀତାଞ୍ଜଳି, ଗିରଫଦାରୀକୁ କହିଲେ ବେଆଇନ

ନୂଆଦିଲ୍ଲୀ : ପରିବେଶବିତ୍ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ। ସୁପ୍ରିମକୋର୍ଟ ଗଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ । ଗୀତାଞ୍ଜଳି ସୋନମ ୱାଙ୍ଗଚୁକଙ୍କ ମୁକ୍ତି ପାଇଁ ଦାବି କରିଛନ୍ତି । ନେସନାଲ…

ସୋନମ ୱାଙ୍ଗଚୁକଙ୍କ ପାକିସ୍ତାନୀ ଲିଙ୍କ, ବିଦେଶୀ ପାଣ୍ଠିକୁ ନେଇ ହେଉଛି ତଦନ୍ତ

ଲଦାଖ : ସୀମା ପାର ହୋଇ ୱାଙ୍ଗଚୁକଙ୍କ ପ୍ରତିବାଦର ଭିଡିଓ ପଠାଉଥିବା ଜଣେ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କୁ ଗତ ମାସରେ ଗିରଫ କରାଯାଇଛି ।  ଏହା ପରେ ଲଦାଖର ପୋଲିସ ମହାନିର୍ଦ୍ଦେଶକ ଏସ.ଡି. ସିଂହ ଜାମୱାଲ କହିଛନ୍ତି ଯେ ସୋନମ ୱାଙ୍ଗଚୁକଙ୍କ ପାକିସ୍ତାନ ସହିତ ସମ୍ପର୍କ ଥିବା ନେଇ ତଦନ୍ତ…

ସୋନମ ୱାଙ୍ଗଚୁକ ଗିରଫ,ସୁରକ୍ଷାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ଲଦାଖ : ଲେହ ହିଂସା ମାମଲାରେ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖକୁ  ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ ରହିଛି । ଡିଜିପି ଏସଡି ସିଂ ଜାମୱାଲଙ୍କ…

ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର, ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ

ଲଦାଖ : ଥମିଛି ଲଦାଖ ହିଂସା ।  ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଲଦାଖ ଓ ଲେହରେ ଜାରି ହୋଇଛି କର୍ଫ୍ୟୁ ।  ଲଦାଖ ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର। ଗତକାଲି ଲଦାଖକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ସହ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ସାମିଲ ଦାବିରେ ବନ୍ଦ ପାଳନ ବେଳେ…

ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି, ୪ ମୃତ, ୭୨ ଜଣ ଆହତ

ଲଦାଖ : ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି ହୋଇଛି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ଲେହ, କାରଗିଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ…

୧୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟି-ସାର୍ଟ ଟିଏ ପିନ୍ଧି ରହିପାରନ୍ତି ସୋନମ ! ଜାଣନ୍ତୁ କେମିତି

ଅମୀର ଖାନଙ୍କ ଥ୍ରୀ ଇଡିଆଟ୍ସ ମୁଭି ତ ଆପଣଙ୍କର ନିଶ୍ଚିନ୍ତ ରୂପେ ମନେଥିବ । ଯେଉଁଥିରେ ବଲିଉଡର ମିସ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାନ ରନଛୋଡ ଦାସ ଶ୍ୟାମଲ ଦାସ ଛାଂଚଡ ଭୂମିକାରେ ନଜର ଆସିଥିଲେ । ଖାଲି ଅମୀର ଖାଁ ନୁହନ୍ତି ତାଙ୍କ ସହିତ ଆର ମାଧବନ ଓ ସର୍ମନ ଯୋଶୀଙ୍କ ଦମଦାର ଅଭିନୟ…