ଗାଁ ଗାଁରେ ଏବେ ଘାଣ୍ଟୁଛି ‘ଶହେ ଶହେରେ ଗୁଆଘିଅ’
ଭୁବନେଶ୍ୱର (କେନ୍ୟୁଜ୍) : ମାଘ ମାସର ଶୀତକୁ ଦୂରେଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି, ଅଧିକ ଚା’ ପିଉଛନ୍ତି । ହେଲେ ଏବେ ଏସବୁ ତାତି ଭିତରେ ଯୋଡ଼ି ହୋଇ ଯାଇଛି ପଞ୍ଚାୟତ ନିର୍ବାଚନର ତାତି । ଯାହା ଗାଁ ଗହଳିରୁ ଯାଇ ପାଇଁ ରେକର୍ଡ଼ିଂ ଷ୍ଟୁଡିଓ ଭିତରେ ପହଞ୍ଚି ସାରିଲାଣି । କେଉଁଠି ଗୁଆଘିଅର…