ଶେହନାଜଙ୍କୁ ଛାଡି ଏହି ଅଭିନେତ୍ରୀଙ୍କୁ ଗାଡି ଚଲାଇବା ଶିଖାଉଛନ୍ତି ସିଦ୍ଧାର୍ଥ, ଭାଇରଲ ହେଉଛି ଭିଡିଓ
ବିଗବସ୍ ଷ୍ଟାର ସିଦ୍ଧାର୍ଥ ଶୁକ୍ଲା ଗାର୍ଲଫ୍ରେଣ୍ଡ ଶେହନାଜ ଗିଲଙ୍କୁ ଛାଡି ଆଉ ଜଣେ ଅଭିନେତ୍ରୀଙ୍କୁ ଗାଡି ଚଲାଇବା ଶିଖାଉଛନ୍ତି। କଥାଟି ଶୁଣି ଆଶ୍ଚର୍ଯ୍ଯ ହୋଇଯାଇଥିବେ ନିଶ୍ଚିତ। କିନ୍ତୁ ଏହା ରିଅଲ ନୁହେଁ ରିଲ୍। ସିଦ୍ଧାର୍ଥଙ୍କ ଅପକମିଂ ୱେବ ସିରିଜ ‘ବ୍ରୋକେନ ବଟ୍ ବିୟୁଟିଫୁଲ ୩’ ଆସିବାକୁ…