ଦାଦନ ଖଟିବାକୁ ଯାଇ ଶବ ପାଲଟିଲା ପୁଅ, ମୃତଦେହ ଆଣିବା ପାଇଁ ଉପଜିଲ୍ଲାପାଳଙ୍କୁ ବାପାର ଗୁହାରି
ରେଢ଼ାଖୋଲ (କେନ୍ୟୁଜ) : ତାମିଲନାଡୁ ର ଏକ ଲୁହା ଛଡ଼ କମ୍ପାନୀରେ ଦାଦନ ଖଟିବାକୁ ଯାଇ ଏକ ଟ୍ରେନ ଧକ୍କାରେ ଭାଇର ମୃତ୍ୟୁ ପରେ , ମୃତ ଦେହକୁ ଗାଁକୁ ଆଣିବାକୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତକର ବାପା ଓ ଭାଇ , ଏମିତି ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଥାନା,…