ନିଜର ପ୍ରିୟ ରାଜନୈତିକ ଦଳର ନାମ ଅନୁଯାୟୀ ଉଦୟପୁର ବାସିନ୍ଦା ପୁଅର ନାଁ ରଖିଲେ କଂଗ୍ରେସ୍
ସାଧାରଣତଃ ଲୋକମାନେ ନିଜ ପିଲାର ନାମ କୌଣସି ଫିଲ୍ମ ଷ୍ଟାର କିମ୍ବା କୌଣସି ବଡ ମହାପୁରୁଷଙ୍କ ନାମ ରଖନ୍ତି କିନ୍ତୁ ରାଜସ୍ଥାନରେ ଜଣେ ବାପା ତାଙ୍କ ପିଲାର ନାମ ଏମିତି ରଖିଛନ୍ତି, ଯାହାର ଚର୍ଚ୍ଚା ଦୁନିଆରେ ସବୁ ଆଡେ ହେଉଛି। ଉଦୟପୁର ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ମିଡିଆ…