Sonu Sood: ନେପାଳରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ
ନେପାଳରେ ବନ୍ୟା ବିଭୀଷିକାରେ ବିପନ୍ନଙ୍କ ସହାୟତା ପାଇଁ ତ୍ରିଶୁଳୀ ବଜାରରେ ପହଞ୍ଚିଲେ ସୋନୁ ସୁଦ । ବାଣ୍ଟିଲେ ରିଲିଫ୍ ସାମଗ୍ରୀ । ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଚରମ ସଙ୍କଟ ମଧ୍ୟରେ ଥିବା ନେପାଳବାସୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ…