Browsing Tag

sonu sood help

ଦୁର୍ଘଟଣାରେ ଆହତ ଯୁବକଙ୍କୁ କୋଳରେ ଧରି ହସପିଟାଲକୁ ଦୌଡିଲେ ସୋନୁ ସୁଦ୍‌, ଭିଡିଓ ଭାଇରଲ ପରେ ମିଳୁଛି ପ୍ରଶଂସା

ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍‌ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ ହୋଇଥିବା ଯୁବକକୁ କାରରୁ କାଢି ନିଜ କୋଳରେ…

ସବିତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ, ଦେଲେ ଅକ୍ସିଜେନ ସିଲିଣ୍ଡର

ଦେହ ଅସୁସ୍ଥ କାରଣରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଭେଟେରାନ ଅଭିନେତ୍ରୀ ସବିତା ବଜାଜ। ଅକ୍ସିଜେନ ଅଭାବ ହେତୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏହି ସମୟରେ ସବିତାଙ୍କ ପାଖରେ ଥିବା ନୂପୁର ଅଳଙ୍କାର ଫିଲ୍ମ ଇଣ୍ଡଷ୍ଟ୍ରିରୁ ସହାୟତାର ନେହୁରା କରିଛନ୍ତି। ଶରୀରରେ ଅକ୍ସିଜେନର ମାତ୍ରା…

ସୋନୁଙ୍କୁ ମାଡ଼ ମାରୁଥିବାର ଭିଡିଓ ଦେଖି ଟିଭି ଭାଙ୍ଗିଲେ ପ୍ରଂଶସକ, ଖବର ହେଲା ଭାଇରାଲ

କରୋନା କାଳରେ ବଲିଉଡ଼ ଅଭିନେତା ସୋନୁ ସୁଦ ଅନେକ ଲୋକଙ୍କ ସାହାଯ୍ୟ କରି ଖୁବ ପ୍ରଶଂସା ସାଉଁଟିଛନ୍ତି । ସାହାଯ୍ୟ ପାଇ ଲୋକମାନେ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି । ସମସ୍ୟା ଘେରରେ ଥିବା ଲୋକଙ୍କ ସାହାଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ ।…

ପୁଣି ବଢ଼ାଇଲେ ସହଯୋଗର ହାତ, ନେଟୱାର୍କ ସମସ୍ୟା ସମାଧାନ ପାଇଁ ନିର୍ମାଣ କରିବେ ମୋବାଇଲ ଟାୱାର

ବଲିଉଡ଼ ଅଭିନେତା ସୋନୁ ସୁଦ କରୋନା କାଳରେ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ସୋନୁ ପ୍ରାଣେ ପ୍ରାଣେ ଚେଷ୍ଟା ମଧ୍ୟ କରୁଛନ୍ତି । ସବୁ ପରିସ୍ଥିତି ସହ ଲଢ଼ିବା ପାଇଁ ଲୋକଙ୍କୁ ଉଚିତ ପରାମର୍ଶ ମଧ୍ୟ ଦେଉଛନ୍ତି । ସହାୟତାର ହାତ ବଢ଼ାଇ ସୋନୁ ନିକଟ ଅତୀତରେ…

କୋଭିଡ ସମୟରେ କ୍ୟାନ୍ସର ରୋଗୀଙ୍କୁ ଭେଟିଲେ ସୋନୁ, ଭିଡିଓ ହେଲା ଖୁବ ଭାଇରାଲ

ଗତ ବର୍ଷ କରୋନା କାଳରୁ ସୋନୁ ସୁଦ ଭଗବାନ ସାଜି ଲୋକଙ୍କ ସାହାଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଏହାରି ମଧ୍ୟରେ ସାରା ଦୁନିଆରେ ତାଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ବଢ଼ିଯାଇଛନ୍ତି । ଏବେ ତାଙ୍କ ସହ ଭେଟ ହେବା ପାଇଁ ତାଙ୍କ ଘର ଆଗରେ ଲୋକ ଲମ୍ବା ଲାଇନ କରୁଛନ୍ତି । ତେବେ ସମସ୍ୟା ଘେରରେ ଥିବା…

ଲୋକଙ୍କ ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ଅକ୍ସିଜେନ ପ୍ଲାଣ୍ଟ ଲଗାଇବେ ସୋନୁ

କରୋନା କାଳରେ ବଲିଉଡ଼ ଅଭିନେତା ସୋନ ସୁଦ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । କରୋନାରେ ଅସହାୟ ହେଉଥିବା ଲୋକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଲୋକମାନେ ତାଙ୍କୁ ଖୁବ ଆଦର ସମ୍ମାନ ମଧ୍ୟ ଏବେ କରୁଛନ୍ତି । ରିଲ ଲାଇଫ ସହ ରିୟଲ ଲାଇଫରେ ଏବେ ହିରୋ ହୋଇ ସାରା ଦୁନିଆରେ…

ଲୋକଙ୍କୁ ସାହାଯ୍ୟ କରି ୧୦ କୋଟି ଋଣରେ ବୁଡ଼ିକି ଅଛନ୍ତି ସୋନୁ ସୁଦ୍, ଭଉଣୀ କଲେ ବଡ଼ ଖୁଲାସା

କରୋନା ମହାମାରୀ ଲକଡାଉନ୍ ସମୟରେ ବଲିଉଡ୍ ଷ୍ଟାର ସୋନୁ ସୁଦ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ ଏବଂ ସେବା କରିଛନ୍ତି। ଲକଡାଉନରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ନେଇ ତାଙ୍କ ଘରେ ପହଁଚାଇଛନ୍ତି। ଅସହାୟକୁ ସାହାରା ଦେବା ସହିତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଚାକିରି ଯୋଗାଇ ଦେଇ ରୋଜଗାରକ୍ଷମ…

ଗରିବଙ୍କ ଦେବଦୂତ ସୋନୁ ସୁଦ୍ ପୁଣି ଚର୍ଚ୍ଚାରେ, ନିଜ ସମ୍ପତ୍ତି ବନ୍ଧକ ରଖି ଅସହାୟଙ୍କୁ କରିବେ ସାହାଯ୍ୟ

କେନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ସୋନୁ ସୁଦ୍। କରୋନା କଟକଣା ମଧ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ଘରକୁ ଫେରାଇ ଚର୍ଚ୍ଚାରେ ଥିବା ସୋନୁ ସୁଦ୍ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଅସହାୟଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଜ ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି…

ମେରୁଦଣ୍ଡ ଭାଙ୍ଗିଥିବା କୁନି ଝିଅର ଅପରେସନ୍‌ ଦାୟିତ୍ୱ ନେଲେ ସୋନୁ ସୁଦ୍‌, କହିଲେ ‘ପ୍ରସ୍ତୁତ ରୁହ ୨୮ରେ ହେବ ତୁମ…

କରୋନା କାଳରେ ଅଭିନେତା ସୋନୁ ସୁଦ୍‌ ସମସ୍ତ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସାହାଯ୍ୟ ମାଗୁଥିବା କୌଣସି ବ୍ୟକ୍ତିଙ୍କୁ ସୋନୁ କେବେ ବି ଖାଲି ହାତରେ ଫେରାଇ ନାହାନ୍ତି। ନିକଟରେ ସୋନୁ ଏକ ଛୋଟ ଝିଅର ଅପରେସନ୍‌ ଦାୟିତ୍ୱ ନେଇଛନ୍ତି। ଏନେଇ ସୋନୁ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।…

ଦୁର୍ଘଟଣାରେ କଟିଯାଇଥିବା ଯୁବକଙ୍କୁ ନୂଆ ଗୋଡ଼ ଦେବେ ସୋନୁ ସୁଦ୍‌, ଟ୍ଵିଟ୍‌ କରି ନିଜେ ଦେଲେ ସୂଚନା

ବଲିଉଡ୍‌ ଆକ୍ଟର ସୋନୁ ସୁଦ୍‌ ଦୀର୍ଘଦିନ ଧରି ଅସହାୟଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଗରିବଙ୍କ ପାଇଁ ସେ ଭଗବାନ ପାଲଟିଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦିନ ସୋନୁ ଗରିବ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ନିକଟରେ ସୋନୁଙ୍କ ଯୋଗୁ ଜଣେ ଯୁବକଙ୍କୁ ନୂଆ ଗୋଡ଼ ମିଳିବାକୁ ଯାଉଛି।…

ପୁଣି ମହାନତା ଦେଖାଇଲେ ସୋନୁ ସୁଦ୍‌, ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ କଲେ ରହିବା ବ୍ୟବସ୍ଥା

ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ପୁଣିଥରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋମବାର ଦିନ ସୋନୁ ଘୋଷଣା କରିଛନ୍ତି ଯେ ସେ ନୋଏଡ଼ାରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ରହଣି ବ୍ୟବସ୍ଥା କରିବେ। ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚିବାରେ…

ଶ୍ୱଶୁର ଘର ଯିବାକୁ ସୋନୁ ସୁଦଙ୍କୁ କାର ମାଗିଲେ ବ୍ୟକ୍ତି, ଉତ୍ତରରେ ଆକ୍ଟର ଦେଲେ ଏମିତି ଜବାବ ପଢ଼ନ୍ତୁ

ସୋନୁ ସୁଦ ଲକଡାଉନ ସମୟରେ ଯେଉଁ ଭଳି ଭାବେ ଅଭାବୀ ଲୋକଙ୍କୁ ସାହାଯ୍ୟର ହାତ ବଢ଼ରଇଛନ୍ତି ତାହା ବହୁତ ପ୍ରଶଂସନୀୟ। ଏବେ ମଧ୍ୟ ସୋନୁ ସୁଦଙ୍କ ସାହାଯ୍ୟ କରିବା ପରମ୍ପରା ଜାରି ରହିଛି। ବଲିଉଡର ରିଅଲ ହିରୋ ସୋନୁ ସୁଦ ଏବେବି ଲଗାତର ଭାବରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ କେବେ…