Browsing Tag

sonu sood

ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌, ଡେଲିଭରି ବଏକୁ ନେଇ କହିଲେ ଏମିତି କିଛି…

ଫିଲ୍ମ ଇଣ୍ଡଷ୍ଟ୍ରିରେ ସୋନୁ ସୁଦ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବଲିଉଡ ଅଭିନେତା ତଥା ରିଅଲ ଲାଇଫ ହିରୋ ସୋନୁ ସୁଦ ତାଙ୍କର ଭଲ କାମ ପାଇଁ ଲାଇମଲାଇଟରେ ରହିଥାନ୍ତି । କୋଭିଡ ମହାମାରୀ ସମୟରେ ସେ ଗରିବ ଏବଂ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ, ଯେଉଁଥିପାଇ ସେ ଅନେକ ଲୋକଙ୍କର ଭଲ ପାଇବା…

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ, ଜାରି କଲେ ହେଲ୍ପଲାଇନ ନମ୍ବର

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ସେ ଟ୍ୱିଟ୍ କରି ଲୋକଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି। ଜୁନ୍‌ ୩ରେ ସୋନୁ ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା…

ବାହାନଗା ଟ୍ରେନ୍ ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ ମାସିକିଆ ପେନସନ୍ ଦାବି କଲେ ସୋନୁ ସୁଦ

ଗତ ଜୁନ୍ ୨ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କା ସମସ୍ତଙ୍କୁ ଚକିତ କରିଦେଇଥିଲା  । ଏହି ଦୁର୍ଘଟଣାରେ ଉଭୟ ଟ୍ରେନର ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ବାହାନଗାଠାରେ ଘଟିଥିବା ଏହି ଟ୍ରେନ୍ ଦୁର୍ଘଟଣା…

ଦେଶର ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’, ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ଏହି ରିୟଲ୍ ହିରୋ

ସୋନୁ ସୁଦଙ୍କୁ କିଏବା ନଜାଣିଛି।  କୋଭିଡ ଆମ ଦେଶକୁ ଆସିବା ପରଠାରୁ ସେ ସକ୍ରିୟ ରହିଆସିଛନ୍ତି । ସେ ଲୋକଙ୍କୁ ସାହାଯ୍ୟ କରିବାରେ କୌଣସି ପ୍ରକାରର ସୁଯୋଗକୁ ହାତଛଡା କରନ୍ତି ନାହିଁ। ଏଥିପାଇଁ ଖାଲି ଲୋକମାନେ ତାଙ୍କୁ ପ୍ରଶଂସା କରିନାହାଁନ୍ତି କିମ୍ବା ତାଙ୍କଠାରୁ ପ୍ରେରଣା ପାଇ…

ଟ୍ରେନ୍‌ ଡୋର୍‌ରେ ଲଟକି ବିପଜ୍ଜନକ ଯାତ୍ରା କରୁଥିଲେ ସୋନୁ ସୁଦ୍‌; ରେଲୱେର ତାଗିଦ ପରେ ଏହି କହି କ୍ଷମା ମାଗିଲେ…

ଟ୍ରେନର ଫୁଟବୋର୍ଡରେ ବସି ଯାତ୍ରା କରିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ଉତ୍ତର ରେଲେଓ୍ଵ ତାଙ୍କୁ ତାଗିଦ କରିଛି। ରେଲେଓ୍ଵ କହିଛି ଯେ ଏମିତି ଯାତ୍ରା କରିବା ବିପଜ୍ଜନକ ହୋଇପାରେ। ଦୟାକରି ଏହା କରନ୍ତୁ ନାହିଁ, କାରଣ, ଲୋକଙ୍କ ପାଖକୁ ଏହାର ଭୁଲ ବାର୍ତ୍ତା ଯିବ,…

ଲୋକାଲ ଟ୍ରେନରେ ଯାତ୍ରା କରୁଛନ୍ତି ସୋନୁ ସୁଦ, ଭିଡିଓ ହେଉଛି ଭାଇରାଲ 

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କର ଉଦାରତା ପାଇଁ ଜଣାଶୁଣା। ଏମିତିକି ତାଙ୍କୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ଦଙ୍ଗା ହୋଇ ନାହିଁ। ତାଙ୍କ ଦୟାଳୁ ଗୁଣ ପାଇଁ ସେ ଖୁବ୍ ଜଣାଶୁଣା।କରୋନା ମହାମାରୀ ସମୟରେ ସେ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ ଏବଂ ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି। ସୋନୁ…

ସୋନୁ ସୁଦଙ୍କ ଏମିତି ଜଣେ ପ୍ରଶଂସକ, ଯିଏ ନିଜ ରକ୍ତରେ ତିଆରି କଲେ ସୋନୁଙ୍କ ସୁନ୍ଦର ଛବି

ପ୍ରତାପଗଡ଼ : କରୋନା ସମୟରେ ଲକଡାଉନ ଯୋଗୁ ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରିବା ପାଇଁ ଅନେକ ଲୋକେ ଆଗେଇ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବଲିଉଡର ଅଭିନେତା ସୋନୁ ସୁଦ । ତାଙ୍କର ସହାୟତା ଏତେ ମାତ୍ରାରେ ଥିଲା ଯେ ଦେଶରେ ସେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଥିଲେ ଜଣେ । ଦେଶରେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ । ନବୀନ ନିବାସରେ ହେଲା ଭେଟଘାଟ। ଏହି ସମୟରେ ସୋନୁ କହିଛନ୍ତିକି କରୋନା ସମୟରେ କେନ୍ଦ୍ରାପଡ଼ାର ୭୦ରୁ ଅଧିକ ପିଲାଙ୍କୁ ଓଡିଶା…

ଗୋଟିଏ ଗୋଡ଼ରେ ଚାଲୁଥିବା ଝିଅକୁ ସାହାଯ୍ୟ କଲେ ସୋନୁ ସୁଦ, କହିଲେ- ଏବେ ଦୁଇ ଗୋଡରେ ଚାଲିବେ

ନୂଆଦିଲ୍ଲୀ : କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ। କିନ୍ତୁ ଯେତେବେଳେ ନିଜ ଶରୀରର କୌଣସି ଅଙ୍ଗ ସ୍ବପ୍ନ ପୂରଣ ଆଗରେ ବାଧା ସୃଷ୍ଟି କରେ ସେତେବେଳେ କଠିନ ହୋଇଯାଏ ଯାତ୍ରା । ମାତ୍ର ମନର…

ସୋନୁ ସୁଦ୍‌ଙ୍କ ଉପରେ ପୁଳା ପୁଳା ଟଙ୍କା ଉଡ଼ାଇଲେ ଲୋକେ; କ୍ଷୀର ଢାଳି କଲେ ଆଳତି…! ଟ୍ଵିଟ୍‌ କରି ଭାବୁକ ହୋଇଗଲେ ଏହି…

ଲକ୍‌ଡାଉନ ସମୟରେ ଗରିବ ଓ ଅସହାୟ ଲୋକଙ୍କ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ୍‌। ତାଙ୍କର ସେହି ମହାନତା ପାଇଁ ଆଜି ତାଙ୍କୁ କିଏ ବା ନ ଜାଣେ। ଘରେ ଘରେ ପରିଚିତ ଏହି ଅଭିନେତାଙ୍କ ପ୍ରତି ଫ୍ୟାନମାନଙ୍କର ଭଲପାଇବା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ତାଙ୍କୁ ଦେଖୁ ଦେଖୁ ହିଁ ଉତ୍ସାହ ଦ୍ୱିଗୁଣା…

ଫ୍ୟାନଙ୍କ ବାଇକ ନେମ ପ୍ଲେଟରେ ନିଜ ସ୍କେଚ ଦେଖି ଏମିତି ରିଆକ୍ସନ ଦେଲେ ସୋନୁ ସୁଦ

ଟ୍ୱିଟରରେ ଜଣେ ୟୁଜର ଏମିତି ଏକ ଫଟୋ ସେୟାର କରିଛନ୍ତି । ଯାହାର ଜବାବ ନଦେଇ ସୋନୁ ସୁଦ ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ । ଫୋଟୋରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ବାଇକ ଉପରେ ବସିଥିବା ନଜର ଆସିଛନ୍ତି ଯାହାଙ୍କର ନମ୍ବର ପ୍ଲେଟରେ ସୋନୁ ସୁଦଙ୍କ ସ୍କେଚ ବନାଯାଇଥିବା ଦେଖାଯାଇଛି । ଆଉ…

ଟ୍ଵିଟ୍‌ରେ ସୋନୁ ସୁଦ୍‌ଙ୍କୁ ବିୟର ଡିମାଣ୍ଡ କଲେ ବ୍ୟକ୍ତି, ଉତ୍ତରରେ ଏମିତି କହିଲେ ଅଭିନେତା

କରୋନା ପରଠାରୁ ବଲିଉଡ୍‌ ଜଗତର ଏକ ଚର୍ଚ୍ଚିତ ନାଁ ପାଲଟିଯାଇଛନ୍ତି ସୋନୁ ସୁଦ୍‌। ମହାମାରୀ ବେଳେ ସେ ଯେଭଳି ଭାବେ ଲୋକଙ୍କୁ ସାହାଯ୍ୟ କରିଛନ୍ତି, ଏବେ ସମସ୍ତେ ତାଙ୍କୁ ଭଗବାନ ଭଳି ପୂଜା କରିବା ଆରମ୍ଭ କରିଛନ୍ତି। ଏବେ ବି ସୋସିଆଲ ମିଡିଆରେ ଯେତେବେଳେ କେହି ସୋନୁଙ୍କୁ ସାହାଯ୍ୟ ମାଗୁଛନ୍ତି,…