Browsing Tag

sonu sood

ସୋନୁ ସୁଦଙ୍କୁ ଟ୍ଵିଟ୍‌ କରି ୧ କୋଟି ଟଙ୍କା ମାଗିଲେ ଏହି ବ୍ୟକ୍ତି, ଏମିତି ଜବାବ ଦେଇ ମୁହଁ ବନ୍ଦ କରିଦେଲେ ଅଭିନେତା

ବଲିଉଡ୍‌ ଆକ୍ଟର ସୋନୁ ସୁଦ ସବୁବେଳେ ପ୍ରାୟ ଲୋକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଥାଆନ୍ତି। କେହି ବି ଅସହାୟ, ଗରିବ ବ୍ୟକ୍ତି ଯଦି ନିଜର ସମସ୍ୟା ନେଇ ସୋନୁଙ୍କ ପାଖରେ ପହଞ୍ଚନ୍ତି, ତ ସୋନୁ ସଙ୍ଗେ ସଙ୍ଗେ କିଛି ନା କିଛି ବନ୍ଦୋବସ୍ତ କରି ଦିଅନ୍ତି। କିନ୍ତୁ କେବେ କେବେ କିଛି ଲୋକ ଏହାର…

ଶ୍ରୀନଗରରେ ଜୋତା ବିକୁଛନ୍ତି ସୋନୁ ସୁଦ୍‌, ନିଜେ ସେୟାର କଲେ ଭିଡିଓ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସବୁବେଳେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ମଧ୍ୟ ସୋନୁ ପୁଣିଥରେ କିଛି ସେମିତି କାମ କରି ଭାଇରାଲ ହୋଇଛନ୍ତି। ସୋନୁ ଶ୍ରୀନଗରର ଏକ ଦୋକାନରେ ହଠାତ୍‌ ପହଞ୍ଚି ଜିନିଷର ପ୍ରଚାର କରିଛନ୍ତି। ଯାହା ଦେଖି ନିଜେ ଦୋକାନୀ ମଧ୍ୟ ଆଶ୍ଚର୍ଯ୍ୟ…

ସବିତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ, ଦେଲେ ଅକ୍ସିଜେନ ସିଲିଣ୍ଡର

ଦେହ ଅସୁସ୍ଥ କାରଣରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଭେଟେରାନ ଅଭିନେତ୍ରୀ ସବିତା ବଜାଜ। ଅକ୍ସିଜେନ ଅଭାବ ହେତୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏହି ସମୟରେ ସବିତାଙ୍କ ପାଖରେ ଥିବା ନୂପୁର ଅଳଙ୍କାର ଫିଲ୍ମ ଇଣ୍ଡଷ୍ଟ୍ରିରୁ ସହାୟତାର ନେହୁରା କରିଛନ୍ତି। ଶରୀରରେ ଅକ୍ସିଜେନର ମାତ୍ରା…

ସୋନୁଙ୍କୁ ମାଡ଼ ମାରୁଥିବାର ଭିଡିଓ ଦେଖି ଟିଭି ଭାଙ୍ଗିଲେ ପ୍ରଂଶସକ, ଖବର ହେଲା ଭାଇରାଲ

କରୋନା କାଳରେ ବଲିଉଡ଼ ଅଭିନେତା ସୋନୁ ସୁଦ ଅନେକ ଲୋକଙ୍କ ସାହାଯ୍ୟ କରି ଖୁବ ପ୍ରଶଂସା ସାଉଁଟିଛନ୍ତି । ସାହାଯ୍ୟ ପାଇ ଲୋକମାନେ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି । ସମସ୍ୟା ଘେରରେ ଥିବା ଲୋକଙ୍କ ସାହାଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ ।…

ପୁଣି ବଢ଼ାଇଲେ ସହଯୋଗର ହାତ, ନେଟୱାର୍କ ସମସ୍ୟା ସମାଧାନ ପାଇଁ ନିର୍ମାଣ କରିବେ ମୋବାଇଲ ଟାୱାର

ବଲିଉଡ଼ ଅଭିନେତା ସୋନୁ ସୁଦ କରୋନା କାଳରେ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ସୋନୁ ପ୍ରାଣେ ପ୍ରାଣେ ଚେଷ୍ଟା ମଧ୍ୟ କରୁଛନ୍ତି । ସବୁ ପରିସ୍ଥିତି ସହ ଲଢ଼ିବା ପାଇଁ ଲୋକଙ୍କୁ ଉଚିତ ପରାମର୍ଶ ମଧ୍ୟ ଦେଉଛନ୍ତି । ସହାୟତାର ହାତ ବଢ଼ାଇ ସୋନୁ ନିକଟ ଅତୀତରେ…

ଉଧାର ରାଇଫଲରେ ଅଭ୍ୟାସ କରୁଥିଲେ ସୁଟିଂ ଚମ୍ପିଆନ୍‌, ସୋନୁ ସୁଦ ଦେଲେ ଅଢ଼େଇ ଲକ୍ଷ ଟଙ୍କାର ରାଇଫଲ

ମୁମ୍ବାଇ : ସୋନୁ ସୁଦଙ୍କ ବଦାନ୍ୟତା ସମ୍ପର୍କରେ କାହାକୁ ବା ଅଜଣା । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ସୁଟିଂ ଚମ୍ପିଆନ୍‌ଙ୍କୁ ରାଇଫଲ ଦେବା ପରେ । ଝାଡ଼ଖଣ୍ଡ ଷ୍ଟେଟ୍‌ ରାଇଫଲ ସୁଟିଂର ବିଜୟ ଆଶାରେ ଥିବା କୋନିକା ଲାଇକ୍‌ଙ୍କ ପାଖରେ ଅଭ୍ୟାସ କରିବା ପାଇଁ ରାଇଫଲ ନଥିଲା । ତେଣୁ ସେ…

ଭାଇ “ମୋ ଗାର୍ଲଫ୍ରେଣ୍ଡ ମୋତେ iPhone ମାଗୁଛି, ମୁଁ କଣ କରିବି କୁହନ୍ତୁ” ଜବାବରେ ସୋନୁ କଣ କହିଲେ…

ଅସୁବିଧାରେ ପଡିଥିବା ଲୋକଙ୍କ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭରଥାନ୍ତି ବଲିଉଡ ଆକ୍ଟର ସୋନୁ ସୁଦ । ଗତ କରୋନା ସମୟରୁ ଏହି ବ୍ୟକ୍ତିଜଣଙ୍କର ଏହି ଗୁଣକୁ ନେଇ ଦେଶବିଦେଶରେ ଚର୍ଚ୍ଚା ବେଶ ଜୋର ଧରିଛି । ପ୍ରବାସୀ ମାନଙ୍କୁ ବସ ଯୋଗେ ନିଜ ନିଜ ଘରକୁ ପଠାଇବା ହେଉ ଅବା କାହାକୁ ପଢିବା ପାଇଁ…

ଅସହାୟଙ୍କୁ ରେମଡେସିଭର ବାଣ୍ଟିଲେ ସୋନୁ ସୁଦ୍: ଶକ୍ତ ହେଲେ ବମ୍ବେ ହାଇକୋର୍ଟ, ଦେଲେ ତଦନ୍ତ ନିର୍ଦ୍ଦେଶ

ସୋନୁ ସୁଦଙ୍କ କାର୍ଯ୍ୟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦେଶରେ କରୋନା ମେଡିସିନ ରେମଡେସିଭର କଳାବଜାରୀକୁ ଦୃଷ୍ଟିରେ ରଖି ସୋନୁ ସୁଦ ଓ କଂଗ୍ରେସ ଏମ୍ଏଲଏ ଜିଶାନ ସିଦ୍ଦିକିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଏହି କେସର ଶୁଣାଣି ଅବସରରେ ବମ୍ବେ ହାଇକୋର୍ଟ ଉଭୟଙ୍କ ତଦନ୍ତ…

କୋଭିଡ ସମୟରେ କ୍ୟାନ୍ସର ରୋଗୀଙ୍କୁ ଭେଟିଲେ ସୋନୁ, ଭିଡିଓ ହେଲା ଖୁବ ଭାଇରାଲ

ଗତ ବର୍ଷ କରୋନା କାଳରୁ ସୋନୁ ସୁଦ ଭଗବାନ ସାଜି ଲୋକଙ୍କ ସାହାଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଏହାରି ମଧ୍ୟରେ ସାରା ଦୁନିଆରେ ତାଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ବଢ଼ିଯାଇଛନ୍ତି । ଏବେ ତାଙ୍କ ସହ ଭେଟ ହେବା ପାଇଁ ତାଙ୍କ ଘର ଆଗରେ ଲୋକ ଲମ୍ବା ଲାଇନ କରୁଛନ୍ତି । ତେବେ ସମସ୍ୟା ଘେରରେ ଥିବା…

ଆଇଏଏସ୍‌ ତିଆରି କରିବେ ସୋନୁ ସୁଦ, ଘୋଷଣା କଲେ ଆଏଏସ୍‌ କୋଚିଂ ସ୍କଲାରସିପ୍‌

ସୋନୁ ସୁଦ ମେଧାବୀ ଛାତ୍ରଙ୍କ ପାଇଁ ଲଞ୍ଚ୍‌ କରିବାକୁ ଚାହୁଁଛନ୍ତି ଆଇଏଏସ୍‌ କୋଚିଂ ସ୍କଲାରସିପ୍‌ ‘ସମ୍ଭବମ୍‌’ । ଏହାଦ୍ୱାରା ଜଣେ ମେଧାବୀ ଛାତ୍ର ଅର୍ଥ ଅଭାବରୁ ଆଇଏଏସ୍‌ ହେବା ଲକ୍ଷ୍ୟରୁ ବଞ୍ଚିତ ହେଉଥିଲେ ଉପକୃତ ହୋଇପାରିବେ । ସୋନୁ ସୁଦ ନିଜେ ତାଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ଏପରି ସୂଚନା…

ଲୋକଙ୍କ ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ଅକ୍ସିଜେନ ପ୍ଲାଣ୍ଟ ଲଗାଇବେ ସୋନୁ

କରୋନା କାଳରେ ବଲିଉଡ଼ ଅଭିନେତା ସୋନ ସୁଦ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । କରୋନାରେ ଅସହାୟ ହେଉଥିବା ଲୋକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଲୋକମାନେ ତାଙ୍କୁ ଖୁବ ଆଦର ସମ୍ମାନ ମଧ୍ୟ ଏବେ କରୁଛନ୍ତି । ରିଲ ଲାଇଫ ସହ ରିୟଲ ଲାଇଫରେ ଏବେ ହିରୋ ହୋଇ ସାରା ଦୁନିଆରେ…