ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍, ପୋଲିସକୁ ଦାନ କଲେ ୨୫ ହଜାର ଫେସ୍ ସିଲ୍ଡ
କରୋନା ମହାମାରୀ ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଚାରିଆଡ଼େ ଭୟ ଓ ଚିନ୍ତାର ବାତାବରଣ ଦେଖିବାକୁ ମିଳିଛି। ଏହି ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ୍ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ କରୋନା ମହାମାରୀ ମଧ୍ୟରେ ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ…