ଭାରତରେ ଲଞ୍ଚ ହେଲା Dor Play, ୩ ମାସର ପ୍ରାଇସ୍ ୪୦୦ ଟଙ୍କାରୁ ମଧ୍ୟ କମ୍
ଯଦି ଏପର୍ଯ୍ୟନ୍ତ ଆପଣ ଲାଟେଷ୍ଟ ମୁଭି, ୱେବ ସିରିଜ୍ କିମ୍ବା ଟିଭି ଚ୍ୟାନେଲ୍ ଦେଖିବା ପାଇଁ ମହଙ୍ଗା OTT ସବସ୍କ୍ରିପସନ୍ କିମ୍ବା DTH ରିଚାର୍ଜ ପ୍ଲାନ୍ ନେଉଥିଲେ, ତେବେ ଏବେ ଆପଣଙ୍କୁ ଏହାର କିଛି ଆବଶ୍ୟକତା ପଡିବ ନାହିଁ । ବର୍ତ୍ତମାନ ଆପଣଙ୍କୁ ଗୋଟିଏ ସ୍ଥାନରେ ଟିଭି ଚ୍ୟାନେଲ୍ ଏବଂ OTT…