ପୁର୍ନବାର ସୋନି ଟିଭିରେ ପ୍ରସାରଣ ହେବ CID, ସୋସିଆଲ ମିଡ଼ିଆରେ ଟ୍ରେଡିଂ ହେଉଛି ଏସିପି ପ୍ରଦ୍ୟୁମନଙ୍କ ଡାଇଲଗ…
ଲୋକପ୍ରିୟ ଟିଭି ଧାରାବାହିକ CID ପୁଣି ଥରେ ସୋନି ଟିଭିରେ ପ୍ରସାରଣ ହେବାକୁ ଯାଉଛି, ଯାହାର ନାମ ରହିଛି CID ରିଟର୍ନ। ଏହାକୁ ନେଇ ଅନେକ ପ୍ରଶଂସକ ଉତ୍ସାହିତ ଅଛନ୍ତି। ACP ପ୍ରଦ୍ୟୁମନ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶିବାଜୀ ସତ୍ୟମଙ୍କୁ ସୋ ରେ ଦେଖିବାକୁ ମିଳିବ। ଏକ ସାକ୍ଷାତକାରରେ…