ଏଥର ଦୀପାବଳି, ଆସୁଛି ପୋଲିସ…; ରୋହିତ ସେଟ୍ଟି କନ୍ଫର୍ମ କଲେ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍
ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ଙ୍କ ମୋଷ୍ଟ ଅେଓ୍ଵଟେଡ୍ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଘୋଷଣା ହୋଇଯାଇଛି। ଲମ୍ବା ସମୟରୁ ରିଲିଜ୍ ଅପେକ୍ଷାରେ ଥିବା ରୋହିତ ସେଟ୍ଟିଙ୍କ ଏହି ଫିଲ୍ମ ଚଳିତବର୍ଷ ଦୀପାବଳି ଅବସରରେ ରିଲିଜ୍ ହେବ। ଡାଇରେକ୍ଟର ରୋହିତ ସେଟ୍ଟି ନିଜେ ଏ ନେଇ ସୂଚନା…