ଘର ପିଣ୍ଡାରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ହତ୍ଯା କରି ଦୁର୍ବୃତ୍ତ ଫେରାର
ସୋରଡ଼ା(କେନ୍ଯୁଜ୍): ବଡଗଡ଼ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଅଭାବନୀୟ ଘଟଣା।ନିଜ ଘର ପିଣ୍ଡାରେ ଶୋଇଥିବା ବେଳେ ଘରର ମୁରବିଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର । ମୃତ ବ୍ୟକ୍ତି ଜଣକ କାଶୀନାଥ ଗୌଡ଼ (୭୦)। ସୂଚନା ମୁତାବକ, ବୃଦ୍ଧଙ୍କ ଦୁଇ ପୁଅ ବାହାରେ ରହୁଛନ୍ତି। ଘରେ ସ୍ତ୍ରୀ ,ଝିଅ…