Browsing Tag

soro

soro Jewellary Firing: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼, ପୋଲିସ ତଦନ୍ତ ଜାରି

ସୋର: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ । ମାଲିକଙ୍କଠାରୁ ଚାବି ବ୍ୟାଗ ନେଇଯାଇଛନ୍ତି ଲୁଟେରା । ପୋଲିସ ଗୁଳି ସହିତ ବାଇକ ଜବତ କରି…

Drowing Death : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ବାଳକ ମୃତ

ସୋର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକର ମୃତ୍ୟୁ । ଛାତ୍ରମାନେ ଦେଖି ଗ୍ରାମବାସୀଙ୍କୁ ଖବର ପରେ  ଉଦ୍ଧାର କରିଥିଲେ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଘିରାପଦା ଆଗୁଆନ  ସାହିରେ ଏଭଳି ଅଘଟଣ ହୋଇଛି । ସୂଚନା ଅନୁସାରେ ଶୁଭେନ୍ଦୁ ପାତ୍ରଙ୍କ ୧୪ବର୍ଷର ସାନ ପୁଅ ଉମାକାନ୍ତ ଗାଁ…

Loot : ଘରେ କଳା କନା ବୁଲାଇଲେ ଚୋର, ତାଲା ଭାଙ୍ଗି ୨୦ଲକ୍ଷର ସୁନା-ରୁପା ଓ ୮୦ ହଜାର ନଗଦ ଟଙ୍କା ଲୁଟ୍

ସୋର : ତାଲା ଭାଙ୍ଗି ୨୦ଲକ୍ଷର ସୁନା-ରୁପା ଓ ୮୦ ହଜାର ନଗଦ ଟଙ୍କା ଲୁଟ୍। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗାଁରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘର ତାଲା ଭାଙ୍ଗି ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା…

ଗାଇ ପାଇଁ ଲଗାଇଥିଲେ କରେଣ୍ଟ, ଚାଲିଗଲା ୨ ଜୀବନ

ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗାଇଙ୍କ ପାଇଁ ଲଗାଇଥିଲେ କରେଣ୍ଟ, ନିଜର ଚାଲିଗଲା ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁରେ ଅଘଟଣ । ଚାଷଜମିରେ…

ଲୁଟିବାକୁ ଆସିଥିଲା, ଲୋକଙ୍କ ହାତରେ ନିସ୍ତୁକ ଛେଚା ଖାଇଲା

ସୋର: ଅଭିନବ ଉପାୟରେ ଲୁଟ ଉଦ୍ଯମ ପଡ଼ିଲା ମହଙ୍ଗା । ଜଣେ ଚୋର ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣକୁ ଧରି ନିସ୍ତୁକ ପିଟି ରାସ୍ତାରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ବଟେଶ୍ବର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବଟେଶ୍ବର ଗାଁର ବୈଜୟନ୍ତୀ ଜେନାଙ୍କ ଘରକୁ…

ତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ସୋର : ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ,…

ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା ଉଦ୍ୟମ, ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ

ସୋର: ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା ଉଦ୍ୟମ । ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା କରିବାକୁ ଚାହୁଁଥିଲେ ଶାଶୂ ଘର ଲୋକ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି । ଶୋଇବା ଘର ତାଲା ଭାଙ୍ଗି ମହିଳାଙ୍କୁ ଉଦ୍ଧାର…

ଠାକୁରଙ୍କୁ ବି ଛାଡିଲେନି ଚୋର, ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି

ସୋର: ଠାକୁରଙ୍କୁ ବି ଛାଡିଲେନି ଚୋର । ବର୍ତ୍ତମାନ ଚାରିଆଡେ ମାତିଲେଣି ଚୋର । କେତେବେଳେ କାହା ଘରେ ପସି ଚୋରି କଲେଣି ତ ଆଉ କେତେବେଳେ ମନ୍ଦିର ଭିତରୁ ଚୋରି କରୁଛନ୍ତି । ଏ ଚୋର ଠାଙ୍କୁରଙ୍କୁ ବି ମାନୁନାହାଁନ୍ତି । ଏହିଭଳି ଏକ ଘଟଣା ସୋରରେ ଦେଖିବାକୁ ମିଳିଛି । ଗୋଟିଏ ରାତିରେ ତିନୋଟି…

ହକ ପାଇଁ ଚାଲିଲେ ୧୫ କିମି, ଜମି ବାଡ଼ି ପଟ୍ଟା ପାଇଁ ତହସିଲ ଅଫିସରେ ଗାଁ ଲୋକେ

ସୋରୋ : ହକ ପାଇଁ ଚାଲିଲେ ୧୫ କିମି। ଜମି ବାଡ଼ି ପଟ୍ଟା ପାଇଁ ତହସିଲ ଅଫିସ ଅଭିମୁଖେ ହିତାଧିକାରୀ  ।  ଏହେଉଛି, ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାଉଁଶ ଗଡ଼ିଆ ପଞ୍ଚାୟତ ବଗେଇପୁର ଗାଁର ଅଭାବନୀୟ ଦୃଶ୍ୟ ।  ଗାଁରେ ବହୁ ଦିନ ଧରି ବସବାସ କରୁଥିବା କିଛି ଲୋକଙ୍କ ଜମିବାଡ଼ି ପଟ୍ଟା ମିଳିନଥିବା…

ଖଣି ଅଧୀକାରିଙ୍କୁ ଆକ୍ରମଣ, ଜୀବନରୁ ମାରିଦେବାକୁ ଦେଲେ ଧମକ

ସୋର: ସୋରରେ ଘଟିଛି ଅଘଟଣ । ଖଣି ଅଧିକାରିଙ୍କୁ ଆକ୍ରମଣ । ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ କରାଯାଇଛି । ଟେକା ଓ ପଥର ଫିଙ୍ଗି ଗାଡ଼ିର କାଚ ଭାଙ୍ଗିଲେ ମାଫିଆ । ଜୀବନରୁ ମାରିଦେବାକୁ ମଧ୍ୟ ଦେଲେ ଧମକ । ବିଳମ୍ବିତ…

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମାମୁ-ଭଣଜା ଗିରଫ

ସୋର: ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମାମୁ-ଭଣଜା ଗିରଫ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପଇଁତିରିଶ ସାହି ଗାଁର ସୁବାସ ସୁତାରକୁ ହତ୍ୟା କରିଥିଲେ ଅଭିଯୁକ୍ତ । ଦୁଇ ଦିନ ତଳେ କାଞ୍ଚପଡା ଅଞ୍ଚଳର ଭଗବାନ କର ଓ ତାଙ୍କ ସହଯୋଗୀ ସୁବାସଙ୍କୁ ଘରୁ ଉଠାଇ ଆଣି ଅଙ୍ଗନବାଡ଼ି କେନ୍ଦ୍ରରେ ହାତ…

ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ସୋର : ଯୁବକକୁ ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତରେ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି । ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା…