କାର୍ତ୍ତିକ ସୋମବାରରେ ମର୍ମନ୍ତୁଦ ଦୁର୍ଘଟଣା: ଅଧା ରହିଗଲା ଜଗା ଦର୍ଶନ, ଚାଲିଗଲା ୩ ଜୀବନ
ସୋର (କେନ୍ୟୁଜ): ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । କାର୍ତ୍ତିକ ସୋମବାରରେ ମର୍ମନ୍ତୁଦ ଦୁର୍ଘଟଣା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ ନେଇଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡି ତାରିଣୀ ଛକରେ ସକାଳୁ ଭୟଙ୍କର…