ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଡ଼କାୟତି, ଟଙ୍କା ଧରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ
ସୋର(କେନ୍ଯୁଜ୍): ପେଟ୍ରୋଲ ପମ୍ପରେ ଡକାୟତି । ବନ୍ଧୁକ ଦେଖାଇ ଭୟଭୀତ କରି ମହାବୀର ପେଟ୍ରୋଲ ପମ୍ପରୁ ଲୁଟ୍। ସିସି କେମେରାରେ କଏଦ ହେଲା ଲୁଟର ସମସ୍ତ ଦ୍ରୁଶ୍ଯ। ୧୬ନଂ ଜାତୀୟ ରାଜପଥ ଉତ୍ତରଶ୍ୱର ନିକଟ ମହାବୀର ପେଟ୍ରୋଲ ପମ୍ପରୁ ଗତରାତି ୧୧ଟାରେ ୩୦ ହାଜରରୁ ଅଧିକ ଟଙ୍କା ଲୁଟ୍ ହୋଇଛି।…