Browsing Tag

soro news

ରାସ୍ତା ମଝିରେ ହାଇଡ୍ରାମା, ଟ୍ରାକ୍ଟରକୁ ଅଢ଼େଇ ଘଣ୍ଟା ବାଟ ଓଗାଳିଲା ଷଣ୍ଢ

ସୋର (କେନ୍ୟୁଜ) : ରାସ୍ତା ଉପରେ ଲୋକେ ଜାମ୍‌,ଗାଡି ମଟର ବି ଜାମ୍‌। ଲୋକେ ବୁଝି ପାରୁନଥିଲେ ଯେ ମଝି ରାସ୍ତାରେ କଣ ଚାଲିଛି? ପଚାରି ବୁଝୁ ବୁଝୁ ଜଣାପଡିଲା ଯେ ଏଠି ଗୋଟିଏ ଷଣ୍ଢ ପାଇଁ ଚାଲିଛି ନାଟ। ଟ୍ରାକ୍ଟରକୁ ବାଟ ଓଗାଳିଲା ଷଣ୍ଢ। ଅଧ ଘଣ୍ଟା, ଘଣ୍ଟାଏ ନୁହେଁ ଦୀର୍ଘ ଅଢ଼େଇ ଘଣ୍ଟା କାଳ…

ସୋର: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

ସୋର(କେନ୍ଯୁଜ୍): ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଚନ୍ଦନ ପୁର ବନ୍ଧସାହି ଗ୍ରାମରେ ଟିକି ବନ୍ଧ ଙ୍କର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସକ୍ରିଟ ଯୋଗୁଁ ଅଗ୍ନିକାଣ୍ଡ…

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଦଉଡ଼ିରେ ବାନ୍ଧି ମାଡ଼, ସ୍ତ୍ରୀ ଶାଶୂ ଓ ଶ୍ୱଶୂର ନିସ୍ତୁକ ପିଟିଲେ

ସୋର (କେନ୍ୟୁଜ) : ଦ୍ୱିତୀୟ ବିବାହ ଯୋଜନା ହେଲା କାଳ। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼। ମାଡ ବେଳର ଭିଡିଓ ଭାଇରାଲ। ଜ୍ୱାଇଁଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀ , ଶ୍ୱଶୂର ଓ ଶାଶୂ ନିସ୍ତୁକ ପିଟିଲେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଳଙ୍ଗ ଗାଁର ଦିପୁ ଧଳ ସୋର ପୌରପାଳିକା…

ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ, ଗୁଳି ମାଡରେ ୫ଜଣ ଆହତ

ସୋର : ବନ୍ଧୁକ ଫୁଟାଇ ଲୁଟ । ଡ଼କାୟତଙ୍କର ଗୁଳିରେ ପଡୋଶି ଆହତ । ବାଲେଶ୍ଵର ଜିଲ୍ଲା ସାଉଡ଼ ବଜାରରେ ଉପରେ ସନାତନ କାମିଳାଙ୍କ ଘରେ ବିଳମ୍ବିତ ରାତିରେ ୫ଜଣ ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୨୫୦ଗ୍ରାମର ସୁନା , ୫କେଜିରୁ ଉର୍ଦ୍ଧ୍ଵ  ରୁପା ନେଇ ଫେରାର ହୋଇଯାଉଥିଲେ। କିନ୍ତୁ ସେହି…

ଚାଉଳ ଭିତରୁ ୪ ଲକ୍ଷ ଟଙ୍କା ଜବତ, ବେଙ୍ଗାଲୁରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି କରିଥିବା ଯୁବକକୁ ଖଇରାରୁ…

ସୋର: ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି ଅଭିଯୋଗରେ ବାଲେଶ୍ୱର ସିମୁଳିଆ ବାଲିଖଣ୍ଡ ଅଞ୍ଚଳର ଜଣେ ଯୁବକ ଗିରଫ । ସିମୁଳିଆ ପୋଲିସ ସହାୟତାରେ ବେଙ୍ଗାଲୁରୁ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ସିମୁଳିଆର ବିଶ୍ୱମିତ୍ର ଆଚାର୍ଯ୍ୟ ବେଙ୍ଗାଲୁରୁରେ ରହି ଜୟନ୍ତ ରାଉତଙ୍କ ଔଷଧ ଦୋକାନରେ କାମ…

ସେରଗଡ଼ ଟୋଲ ଗେଟ୍ ନିକଟରୁ ଗିରଫ ହେଲେ ୨ ନକଲି STF ଅଧିକାରୀ, ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହେବାକୁ କରୁଥିଲେ…

ସୋର: ନକଲି STFଙ୍କୁ ଧରିଲା ଅସଲି ପୋଲିସ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟରେ ଧରାପଡିଛନ୍ତି ନକଲି STF । ନାଲିବତୀ ସ୍କର୍ପିଓରେ ଆସି ସେରଗଡ଼ ଟୋଲ୍‌ ଗେଟ୍‌ରୁ ଫି ଛାଡ଼ ପାଇଁ ଗଣ୍ଡୋଗୋଳ କରୁଥିଲେ ନକଲି STF । ଏହାସହ ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହେବାକୁ ଉଦ୍ୟମ…