Browsing Tag

soro

ନବବଧୂଙ୍କୁ ହତ୍ୟା ଅଭିଯୋଗ, ବିବାହର ୧୨ ଦିନ ପରେ ଝୁଲନ୍ତା ମୃତଦେହ ଉଦ୍ଧାର

ସୋର : ନବବଧୂଙ୍କୁ ହତ୍ୟା ଅଭିଯୋଗ। ବିବାହର ୧୨ ଦିନ ପରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ବାଲେଶ୍ବର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ଉପରଗଡ ବାଘ ଆମ୍ପୁଡା ଗ୍ରାମର ଅଭାବନୀୟ ଘଟଣା। ମୃତକ ହେଲେ ଖଇରା ଥାନା ଗାଭର ଗ୍ରାମର…

ପାଦ ତାର କାମ କରୁନି, ବାପା ମା ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି

ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛି ଏ କୁନି ଝିଅଟି । ତା ପାଇଁ ସାହାରା ଏଇ ଦୁଇ ହାତ । ଦୁନିଆ ବିଷୟରେ ଜାଣିନଥିବା ଏଇ କୁନି ଝିଅଟି ନିଜ ପାଦରେ ଠିଆ ହୋଇ ଏ ଦୁନିଆ ଦେଖିବା ପୂର୍ବରୁ ଭଗବାନ ତାଙ୍କୁ ଦେଇଛନ୍ତି ଏଭଳି ଦଣ୍ଡ । ସେ ଯେତେବେଳେ ବଡ଼ ହୋଇ ଦୁନିଆ ଦେଖିବା ପାଇଁ ସମସ୍ତଙ୍କ ପରି ତା ପାଦରେ…

କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା

ଆଜିକାଲି ଗ୍ରାମାଞ୍ଚଳର ମହିଳା ମାନେ ଘରେ ନ ବସି ଗ୍ରୁପ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । କପଡ଼ାରେ ବିଭିନ୍ନ ସାମଗ୍ରୀ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାରୁ ମହିଳା ମାନେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ…

ପ୍ରଥମେ ଆସି ଭଲ ବନ୍ଧୁ ଭଳି କଥା ହେଲା ତାପରେ ପୁଅକୁ କୋଳରୁ ଉଠାଇ ନେଇ ଚାଲିଗଲା

ମୋ ପୁଅକୁ ମୋତେ ଦିଅ । କିଏ ଲୋ ମୋ ପୁଅକୁ ନେଇଗଲା । ମୁଁ ବାୟାଣୀ ମୁଣ୍ଡରେ କଣ ବୁଦ୍ଧି ଆସିଲା କେଜାଣି କାହିଁକି ମୋ ପୁଅକୁ ତାକୁ ଧରିବାକୁ ଦଉଥିଲି । ଏବେ ମୁଁ କଣ କରିବି । ମୋ ପୁଅକୁ ମୋତେ ଦିଅ ଲୋ । ମୋ ପୁଅକୁ ଛାଡିକି କେମିତି ବଞ୍ଚିବି । ମାଆ ଆଖିରୁ ବହି ଯାଉଛି ଧାର ଧାର ଲୁହ । କଥା…

କେଉଁ ଗାଁରେ ପଡ଼ିଛି ଦ୍ୱିତୀୟ ପାଣ୍ଡବ ଭୀମଙ୍କ ଶର? ଯାହାକୁ ନେଇ ଏବେ ଚର୍ଚ୍ଚା

ଏଇ ଭାରତରେ ଘଟିଛି ମହାଭାରତ ଯୁଦ୍ଧ । ଯାହାର ପ୍ରମାଣ ମିଳିଛି ବିଭିନ୍ନ ତଥ୍ୟରୁ । ଏମିତିକି ଆମ ଓଡ଼ିଶାରେ ପାଣ୍ଡବ ଗୁମ୍ଫାରୁ ଆରମ୍ଭ କରି ପାଣ୍ଡବମାନେ ବନବାସ କରିଥିବା ସ୍ଥାନ ସମ୍ପର୍କରେ ସୂଚନା ମିଳେ । ମୟୁରଭଞ୍ଜ ଖିଚିଂ ମନ୍ଦିର ପରିସରରେ ରହିଛି ଭୀମଙ୍କ ଗଦା । ସେଠାକାର ସଂଗ୍ରହାଳୟରେ…

ମାତିଲେ ଲୁଟେରା: ରାତି ଅଧରେ ୨ଟି ଏଟିଏମ କାଟି ଲୁଟିନେଲେ ୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ସୋର (କେନ୍ୟୁଜ): ଦୁଇ ଦୁଇଟି ATMରୁ ଲୁଟ୍ । ଗ୍ୟାସ୍ କଟରରେ ଦୁଇଟି ଏଟିଏମ କାଟି ଲୁଟିନେଲେ ୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳରୁ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ ଲୁଟେରା ଆସି ଟଙ୍କା ଲୁଟିଛନ୍ତି। ଖଇରା ଥାନା…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସିନ୍ଧୁଆ ଡ୍ୟାମ, ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ସୋର(କେନ୍ୟୁଜ): ପିକନିକ ଋତୁ ଆସିଲେ ସିନ୍ଧୁଆ ଡ୍ୟାମରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଶୀତ ହେଉ କି ଖରା ଏହାକୁ ଖାତିର ନକରି ପର୍ଯ୍ୟଟକମାନେ ସବୁବେଳେ ବୁଲିବାକୁ ଆସନ୍ତି । ସିନ୍ଧୁଆ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ତିନି ପଟେ ପାହାଡ ଏବଂ ମଝିରେ ପାଣି ରହିଥିବାରୁ ସବୁବେଳେ…

ଚାଲିଛି ସିରିଜ ମନ୍ଦିର ଲୁଟ, ଭଗବାନଙ୍କ ମୁକୁଟ ଏବଂ ମୂର୍ତ୍ତି ସହ ଟଙ୍କା ପଇସା ଲୁଟି ନେଲା ଚୋର

ଚାଲିଛି ସିରିଜ ମନ୍ଦିର ଲୁଟ । ଚୋରି କରିବା ପାଇଁ ମନ୍ଦିରକୁ ବି ଛାଡୁନି ଚୋର । ଭଗବାନଙ୍କ ମୁକୁଟ ମୂର୍ତ୍ତି ସହ ମନ୍ଦିରର ଟଙ୍କା ପଇସା ମଧ୍ୟ ଲୁଟିନେଇଛି । ଚୋରର ଟାର୍ଗେଟ ରହିଛି ସମସ୍ତ ମନ୍ଦିର ଉପରେ । ମନ୍ଦିରର ଟାର୍ଗେଟ ଲୁଟେରା ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଟିପିସି ଗଡିଆ ଗ୍ରାମରେ…

ଦୁଇ ପୁଅଙ୍କୁ ଅନାଥ କରି ଅଫେରା ରାଇଜକୁ ଚାଲିଗଲେ, ସୂତା ମିଲରେ କାମ କରିବା ବେଳେ ଚାଲିଗଲା ଜୀବନ

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି । ଦାଦନ ଖଟିବାର ମିଳିଲା କରୁଣ ପରିଣତି । ଘର ଚଳେଇବା ପାଇଁ ସୁଦୂର ତାମିଲାନାଡ଼ୁକୁ ଯାଇଥିଲେ, କିନ୍ତୁ ଘରକୁ ଫେରିଲା ମର ଶରୀର । ଗରିବ ଖଟିଖିଆ ମହିଳା ଥିଲେ । ରୋଜଗାର କରି ଘରକୁ ଟଙ୍କା ପଠାଇଲେ ଘର ଚଳୁଥିଲା…

ଅଭିଯୁକ୍ତକୁ ନ ଧରିବାରୁ ତାତିଲେ ଲୋକ, ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ସୋର (କେନ୍ୟୁଜ): ଅଭିଯୁକ୍ତକୁ ନ ଧରିବାରୁ ତାତିଲେ ଲୋକ। ଦୀର୍ଘ ସମୟ ଧରି PCR ଭ୍ୟାନକୁ ଅଟକାଇଲେ ଗାଁ ଲୋକ। ସୋର ବ୍ଲକ ସାଜନପୁର ପଞ୍ଚାୟତ କେଶରପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କେଶରପୁର ଗାଁର ଗୟାଧର ନାୟକଙ୍କ ଝିଅ ରେଣୁ ସିଂ ଉତ୍ତରପ୍ରଦେଶରେ ବିବାହ…

ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ: “ଜଙ୍ଗଲୀ ସୁନ୍ଦରୀ”

ସୋର (କେନ୍ୟୁଜ): ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ । ସୋର ଔପଦା ବ୍ଳକ ତଳକିଆ ପଞ୍ଚାୟତ ବିରିହା ଗାଁର ହକିହର ଦଳେଇଙ୍କ ଘରେ ଏକ ସାପ ପଶିଯାଇଥିଲା। ପରିବାରଲୋକେ ଏ ସଂପର୍କରେ ଔପଦା ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଗାଁରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଏହାର ଲମ୍ବ ପ୍ରାୟ ୫…

ମେଡିକାଲ ବିଲ୍ଡିଂରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ

ସୋର (କେନ୍ୟୁଜ): ସୋର ଡାକ୍ତରଖାନା ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମେଡ଼ିକାଲ ପରିସର ସିଡ଼ି ପାହାଚରେ ଥିବା ଫାୟାର ରେଲିଂରେ ଝୁଲନ୍ତା ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ସୂଚନା ଅନୁସାରେ…