Browsing Tag

soroda

ବାବା ପଞ୍ଚାନନଙ୍କ ମାହାତ୍ମ୍ୟ ଅପାର, ଭକ୍ତର ସବୁ ମାନସିକ ପୂରଣ କରନ୍ତି ବାବା

ସୋରଡ଼ା: ଋଷିକୁଲ୍ୟା ନଦୀତଟରେ ପୂଜା ପାଉଛନ୍ତି ବାବା ପଞ୍ଚାନନ । ଗଞ୍ଜାମ ଜିଲ୍ଳା ସୋରଡ଼ାରେ ବସତି ସ୍ଥାପନ ପୂର୍ବରୁ ବାବା ପଞ୍ଚାନନ ପୂଜା ପାଇଆସୁଛନ୍ତି । ୫ଟି ବାଲୁକାରେ ସ୍ଥାପିତ ଲିଙ୍ଗ ମନ୍ଦିରର ଭର୍ଗଗୃହରେ ଶୋଭାପାଉଛନ୍ତି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଋଷିକୁଲ୍ୟା ନଦୀତଟ ଦେଇ…

୭୦ ବର୍ଷର ସ୍ଵପ୍ନ ସାକାର ହୋଇଛି, ୨୮ ପରିବାରକୁ ମିଳିଛି ପକ୍କା ଘର

ସୋରଡା : ନା ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡେ ଥିଲା । ନା ପେଟକୁ ଦି ଓଳି ଠିକ୍ ରେ ଦୁଇ ମୁଠା ଖାଇବା ମିଳୁଥିଲା । କିନ୍ତୁ ମଣିଷ ବଞ୍ଚିବା ପାଇଁ ମୁଣ୍ଡକୁ ଛାତ ପେଟକୁ ଆହାର ନିହାତି ଦରକାର । ପରିବେଶ ସୁନ୍ଦର ଥିବା ଦରକାର । ହେଲେ ଏମାନଙ୍କ ପାଇଁ ସେସବୁ ଏକ ପ୍ରକାର ସ୍ବପ୍ନ । ତାଙ୍କ…

ଖରା ବର୍ଷା ଶୀତରେ କଟୁଛି ଏଇ ଗାଁ ଲୋକଙ୍କ ଜୀବନ ; ସାତ ସପନ ପାଲଟିଛି ଘର ଭତ୍ତା

ସୋରଡା: ଧରାକୋଟ ବ୍ଲକ ବାହରପୁର ପଞ୍ଚାୟତର ମଲ୍ଲିଝରପଲ୍ଲୀ ଗାଁଟି ପଞ୍ଚାୟତ ଠାରୁ ୧୦ କିଲୋମିଟର ଦୂରରେ ପାହାଡ ଜଙ୍ଗଲ ଘେର ଭିତରେ ରହିଛି । ଗାଁରେ ୫୦ ପରିବାର ବାସ କରନ୍ତି । ଅଧିକାଂଶ ଲୋକ ଆଦିବାସୀ । ସମସ୍ତେ ଚାଷୀ ଓ ଦିନ ମଜୁରିଆ । ଜଙ୍ଗଲରୁ ଯାହା ପାଆନ୍ତି ସେଇଥିରେ ଚାଲେ ତାଙ୍କ ତେଲ…

ଅନ୍ଧ ବିଶ୍ୱାସର କରୁଣ ପରିଣତି, ମନସ୍କାମନା ପୂରଣ ପାଇଁ ମା’ ଙ୍କ ପୀଠରେ ଗୁହାରିଆ ପଡିଥିଲେ ନିରାଶ ହୋଇ ଜୀବନ…

ସୋରଡ଼ା: ଆସ୍ଥା ଓ ଅନ୍ଧ ବିଶ୍ୱାସ ଦୁହିଁଙ୍କର ସଂଜ୍ଞା ଭିନ୍ନ ଓ କାର୍ଯ୍ୟ କାରିତା ବି...ଆସ୍ଥା ମଣିଷଙ୍କୁ ଭଗବତ ବିଶ୍ୱାସୀ କରାଏ ଓ ସଠିକ ମାର୍ଗରେ ଯାଇ ନିଜ ଜୀବନର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ । କିନ୍ତୁ ଅନ୍ଧ ବିଶ୍ୱାସ ମଣିଷକୁ ବିପଥ ଗାମୀ କରାଏ । ଆସ୍ଥାର ଦ୍ୱାହି ଦେଇ ଅନ୍ଧ…

ସୁନା ଦୋକାନୀକୁ ଚୁନା ଲଗାଇଲେ ଲୁଟେରା, ଗ୍ରାହାକ ହୋଇ ଆସିଲେ ଲୁଟିନେଇ ଚାଲିଗଲେ

ସୋରଡ଼ା : ସୁନା ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଲୁଟ। ଅଭିନବ ଉପାୟରେ ଦୋକାନୀକୁ ଚୁନା ଲଗେଇ ଲୁଟ କଲେ ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର। ଗ୍ରାହକ ହୋଇ ଆସିଲେ ଆଉ ସୁଯୋଗ ଦେଖି ଲୁଟିନେଇ ଚାଲିଗଲେ । ବନ୍ଧୁକ ମୁନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟିନେଇଛନ୍ତି…

ସୋରଡ଼ା ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅମିତ୍‌ ଶାହ

ସୋରଡ଼ା( କେନ୍ୟୁଜ୍‌): ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବିଜେପି । ବିଜେପି ପାଇଁ ପ୍ରଚାର କରି ସୋରଡ଼ା ଠାରେ ବିଜୟ ସଂକଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନୀ ସଭାରେ ଆସ୍କା ସାଂସଦ…

ଭକ୍ତର ଦୃଢତା ଆଗରେ ହାର ମାନିଛି ୪୦ ଡିଗ୍ରୀର ତାପମାତ୍ରା, ଦଣ୍ଡ ପର୍ବ ପାଇଁ ଜମୁଛି ଭକ୍ତଙ୍କ ଭିଡ

କଥାରେ ଅଛି ଦୃଢତା ଆଗରେ ସବୁ ଶକ୍ତି ହାର ମାନେ । ଦିନକୁ ଦିନ ଯେତେ ମାତ୍ରାରେ ଖରାର ପ୍ରକୋପ ବଢି ଚାଲିଛି ଏହାକୁ ଖାତିର ନ କରି ଦଣ୍ଡ ପର୍ବରେ ଜମୁଛି ଭକ୍ତଙ୍କ ଭିଡ । ମୁଣ୍ଡରେ ୪୦ ଡିଗ୍ରୀର ତାତି, ଖାଲି ପାଦରେ ଚାଲିବା ,ପେଟର ଜ୍ୱାଳା ଓ ଅଗ୍ନି ଦାଣ୍ଡରେ ଅଗ୍ନିରେ ଖେଳିବା ସବୁ ଦୂର ହୋଇଯାଏ…

ସୋରଡା ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଧୁମଧାମରେ ପାଳିଲେ ବଡଦିନ

ଆଜି ହେଉଛି ବଡଦିନ ଯାହାକି ସାରା ପୃଥିବୀରେ ସମସ୍ତ ଖ୍ରୀଷ୍ଟ ଧର୍ମର ବଡ଼ ଉତ୍ସବ । ଲୋକମାନେ ଉତ୍ସାହର ସହିତ ଘରେ ଘରେ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ବହୁ ଦିନରୁ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିବା ପାଇଁ ଅନାଇ ବସିଥାନ୍ତି । ସୋରଡାରେ ମଧ୍ୟ ଏହି…

ମହିଳାଙ୍କ ଉପରେ ଚଢ଼ି ଗଲା ସିମେଣ୍ଟ ବୋଝେଇ ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ସୋରଡା (କେନ୍ୟୁଜ): ସୋରଡା ଥାନା ନୂଆଗାଁ ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ରେ ମହିଳାଙ୍କ ମୃତ । ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିବା ବେଳେ ମହିଳାଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିବା ସୂଚନା ମିଳିଛି । ମୃତକ ମହିଳାଙ୍କ ନାଁବୁଟିବା ରାଣୀ ବୋଲି ଜଣାପଡିଛି । ସୂଚନା ମୁତାବକ…

ସୋରଡ଼ାରେ ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିବା ଘଟଣା: ଏବେବି ମୃତଦେହକୁ ଖୋଜୁଛି ଅଗ୍ନିଶମ ବିଭାଗ

ସୋରଡ଼ା(କେନ୍ୟୁଜ୍): ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିବା ଘଟଣା । ଏବେବି ମୃତଦେହକୁ ଖୋଜୁଛି ଅଗ୍ନିଶମ ବିଭାଗ। ଗଞ୍ଜାମ ଜିଲ୍ଲା ସୋରଡା ଥାନା ଭଗବାନପୁର ଗାଁରେ ଘଟିଥିଲା ନୃଶଂସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କରିବା ପରେ ଛଅ ଖଣ୍ଡ କରି କାଟିଥିଲା ସ୍ବାମୀ । ପରେ ମୃତଦେହକୁ…

ସ୍ତ୍ରୀକୁ ହତ୍ୟା ପରେ ଋଷିକୂଲ୍ୟା ନଦୀରେ ଫିଙ୍ଗି ଦେଲେ ପିଶାଚ ସ୍ୱାମୀ

ସୋରଡ଼ା(କେନ୍ୟୁଜ୍): ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ l  ସ୍ୱାମୀ ନିଜ ସ୍ତ୍ରୀକୁ ଏକ ବେଲ୍ଟ ମାଧ୍ୟମରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀ କୂଳକୁ ନେଇ ତାର ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ…

୧୫ହଜାର ନଡ଼ିଆ ବାଡେଇ ନିଜର ମନକାମନା ପୂରଣ କଲେ ସୋରଡ଼ା ବିଧାୟକ, ନିର୍ବାଚନରେ ଜିତିବାକୁ ରଖିଥିଲେ ମାନସିକ

ସୋରଡ଼ା(କେନ୍ୟୁଜ୍): ନିର୍ବାଚନରେ ଯେତିକି ଭୋଟରେ ଜିତିଲେ, ଭଗବାନଙ୍କ ପାଖରେ ବାଡ଼େଇଲେ ସେତିକି ନଡ଼ିଆ। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶରେ ସୀମାଞ୍ଚଳମ୍‌ରେ ଭଗବାନଙ୍କ ଠାରେ ୧୫ହଜାର ନଡ଼ିଆ ବାଡେଇ ନିଜର ମନକାମନା ପୂରଣ କରିଛନ୍ତି। ୨୦୧୯ ନିର୍ବାଚନରେ ସୋରଡ଼ା ଆସନରେ…