Browsing Tag

soumya death case

ସୌମ୍ୟଙ୍କ ବାସଭବନ ହିଁ ଘଟଣାସ୍ଥଳ: ଡିଏସପି

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼ । ସକାଳେ ଘରେ ଟିମ୍‌ ପହଁଚି ଘର ଭିତରେ ଅନୁଧ୍ୟାନ କରିଥିଲା । ଦୀର୍ଘ ସମୟର ତଦାରଖ ପରେ ବାସଭବନ ହିଁ ଘଟଣାସ୍ଥଳ ବୋଲି କହିଛନ୍ତି ଡିଏସପି । ଘଟଣାସ୍ଥଳ ଭିନ୍ନ…

“ପୃଥିବୀର ଏହି ଲୋକକୁ ମୁଁ ସବୁଠୁ ଅଧିକ ଘୃଣା କରେ”, ବିଦ୍ୟାଙ୍କ ହାତଲେଖା ଚିଠିରେ ଲେଖାଅଛି ଏମିତି…

ପାରଳାଖେମୁଣ୍ଡି(କେ ନ୍ୟୁଜ): ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ହୋଇଛି ଏକ ବଡ ଖୁଲାସା । ତଦନ୍ତକାରୀ ସାଇଣ୍ଟିଫିକ୍‌ ଟିମ୍‌ ହାତରେ ଗୁରୁତ୍ୱପୂର୍ଣ୍ଣ ଚିଠି । ଏହି ଚିଠି ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ଚିଠିରେ ଉଲ୍ଲେଖ ରହିଛି ଯେ "ପୃଥିବୀରେ ଏହି ଲୋକକୁ ମୁଁ ସବୁଠୁ ଅଧିକ…