ଏସିଆ ବୁକ୍ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର ଯୁବକ ସୌମ୍ୟ ରଞ୍ଜନ, କଲେ କିଛି ଏମିତି ଚମତ୍କାର
ଯାଜପୁର ଟାଉନ୍(କେନ୍ଯୁଜ୍): ଏସିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର ଯୁବକ ସୌମ୍ୟ ରଞ୍ଜନ ସାହୁ। ଚକ୍ରାସନ ମୁଦ୍ରାରେ ପେଟ ଉପରେ ୩୦ କିଲୋ ଓଜନର ବସ୍ତୁକୁ ସର୍ବାଧିକ ସମୟ ରଖିବା ନେଇ ଏସିଆ ବୁକ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ନିଜର ଦୃଢ ଇଚ୍ଛା ଶକ୍ତି ଏବଂ କଠୋର ଅଧ୍ୟବସାୟ ବଳରେ…