ଅତ୍ୟଧିକ ଖଟା ଖାଉଥିଲେ ହୋଇଯାନ୍ତୁ ସାବଧାନ! ଶରୀର ପାଇଁ ଖୁବ କ୍ଷତିକାରକ
ଆଜିକାଲି ପ୍ରାୟତଃ ସମସ୍ତେ ଚାଟ୍, ଗୁପ୍ଚୁପ୍ ଭଳି ଚଟପଟା ଖାଦ୍ୟ ଖାଇବାକୁ ଖୁବ ଭଲ ପାଇଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ ଜାଣିବା ପରେ ମଧ୍ୟ ସମସ୍ତେ ଏହାକୁ ଖାଇଥାନ୍ତି । କିନ୍ତୁ ଏଥିରେ ପଡୁଥିବା ଖଟା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା…