ଭଲ ପାଇ ଭୁଲ କରି ଦେଲେ ସୌରଭ, ମୁସ୍କାନ୍ ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ବାମୀର
ମିରଟ ଜେଲର ୧୨ ନମ୍ବର ବାରାକରେ ମୁସ୍କାନ୍ । ସ୍ବାମୀ ହନ୍ତା ପତ୍ନୀ । ପ୍ରେମିକକୁ ନିଜର କରିବା ପାଇଁ ସ୍ବାମୀର ଜୀବନ ନେଇଗଲା ସ୍ତ୍ରୀ । ସ୍ବାମୀକୁ ମାରି ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କଲା । ତା’ପରେ ପ୍ରେମିକ ସହ ହିମାଚଳ ପ୍ରଦେଶକୁ ଚାଲିଗଲା ହନିମୁନରେ । ଧରାପଡ଼ିବା ପରେ ଏବେ ଉଭୟ…