Browsing Tag

sourav ganguly

ଦୀର୍ଘ ୧୭ ବର୍ଷ ପରେ ଦୁଃଖ ପ୍ରକାଶ କଲେ ସୌରଭ ଗାଙ୍ଗୁଲି, କହିଲେ ‘ମୁଁ ୫୦ରୁ ଅଧିକ ଶତକ ମାରିଥାନ୍ତି’

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କ କ୍ୟାରିୟରରେ ଅନେକ ଶତକରୁ ଅଳ୍ପକେ ବର୍ତ୍ତିବା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ଅନେତ ଥର ଶତକ ପାଖରେ ପହଞ୍ଚି ମଧ୍ୟ ଶତକ ପୂରଣ କରିପାରିନାହାନ୍ତି ଦାଦା ।…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି, କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି । କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସ ୱେ’ରେ ଘଟିଛି ଏହି ଦୁର୍ଘଟଣା । କିନ୍ତୁ ଆସ୍ୱସ୍ତିକର ଖବର ଏହା ଯେ, ଏତେ ବଡ଼ ଦୁର୍ଘଟଣାରେ ଗାଙ୍ଗୁଲିଙ୍କୁ କୌଣସି ଆଘାତ ଲାଗି ନ ଥିବା…

ସୌରଭ ଗାଙ୍ଗୁଲିଙ୍କ ଝିଅ କାର୍ କୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଗଲା ଜୀବନ

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲିଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବସ ଡ୍ରାଇଭରକୁ ଧରିବାରେ ସଫଳ ହୋଇଛି । ଖବର…

ସୌରଭ ଗାଙ୍ଗୁଲିଙ୍କୁ ସାଇବର ଧମକ, କୋଲକାତା ପୋଲିସରେ ଅଭିଯୋଗ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ । ଏ ନେଇ ସେ କୋଲକାତା ପୋଲିସ ନିକଟରେ ଧମକ ଏବଂ ମାନହାନିର ଅଭିଯୋଗ କରିଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ, ସୌରଭ ଗାଙ୍ଗୁଲିଙ୍କ ଅଭିଯୋଗକୁ ଭିତ୍ତି…

କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲା : ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ସୌରଭ…

କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହେଉଥିବା ପ୍ରତିବାଦରେ ସାମିଲ ହୋଇଛନ୍ତି ସୌରଭ ଗାଙ୍ଗୁଲି । ଏହି ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ସାମଲି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସାମାଜିକ ଗଣମାଧ୍ୟମ Xରେ ନିଜ ପ୍ରୋଫାଇଲ…

ଚିନ୍ତାରେ ଗାଙ୍ଗୁଲି, ଘରୁ ଦେଢ ଲକ୍ଷ ଟଙ୍କାର ମୋବାଇଲ ଚୋରି

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦେଢ ଲକ୍ଷରୁ ଅଧିକ ଦାମ୍‌ ମୋବାଇଲ ଚୋରି । ଏହି ଚୋରି ତାଙ୍କ କୋଲକତା ଘରୁ ହୋଇଥିବା ଜଣାପଡିଛି । ଏନେଇ ଖୋଦ୍ ଠାକୁରପୁରା ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି…

ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି, ‘ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି ’

ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍ ଓ ଧଳା ବଲରେ ଅଲଗା ଅଲଗା…

ଅଭିନେତ୍ରୀ ନଗମାଙ୍କୁ ମନ ଦେଇ ବସିଥିଲେ ଗାଙ୍ଗୁଲି, ହେଲେ ଡୋନା ଛାଡପତ୍ର ଦେବା କହିବାରୁ ପ୍ରେମକୁ ଜଳାଞ୍ଜଳି ଦେଇଥିଲେ…

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୧ ବର୍ଷରେ ପାଦ ଥାପିଛନ୍ତି । ଗାଙ୍ଗୁଲି ଭାରତର ସବୁଠୁ ସଫଳ ଅଧିନାୟକ ମଧ୍ୟରେ ଅନ୍ୟତମ । ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍‌ କରିଥିବା କ୍ରିକେଟର ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ଖେଳ ଭଳି ନିଜ…

ପୁଣି ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି, ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ଦୁହେଁ ପରସ୍ପରକୁ ଆଲିଙ୍ଗନ…

ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ପରସ୍ପରକୁ ଆଲିଙ୍ଗନ କରି ଚର୍ଚ୍ଚାରେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି । ବାଙ୍ଗାଲୋର ଏକ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୫ ଏପ୍ରିଲକୁ ହାଇଭୋଲଟେଜ ଆଇପିଏଲ୍‌ ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ।…

BCCI ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି, ନେଲେ ଗାଙ୍ଗୁଲିଙ୍କ ସ୍ଥାନ

ଭାରତୀୟ କ୍ରିକେଟ ବୋର୍ଡ( BCCI) ରେ ବଡ ପରିବର୍ତ୍ତନ ହୋଇଛି। ୧୯୮୩ ର ବିଶ୍ୱକପ ବିଜେତା ଟିମର ସଦସ୍ୟ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ୩୬ ତମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିନ୍ନି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରିପ୍ଲେସ କରିଛନ୍ତି। ବିସିସିଆଇର…

ସିଏବି ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ ସୌରଭ ଗାଙ୍ଗୁଲି, ଆସନ୍ତା ୨୨ ତାରିଖରେ ଦାଖଲ କରିବେ ନାମାଙ୍କନ

ନୂଆଦିଲ୍ଲୀ : ସୌରଭ ଗାଙ୍ଗୁଲି ଲଢ଼ିବେ ପଶ୍ଚିମବଙ୍ଗ କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ପଦ ନିର୍ବାଚନ । ବିସିସଆଇ ସଭାପତି ପଦ ଛାଡ଼ିବାକୁ ଯାଉଥିବା ବେଳେ ସିଏବି ସଭାପତି ନିର୍ବାଚନ ଲଢ଼ିବେ । ନିଜେ ସ୍ପଷ୍ଟ କରିଛନ୍ତି ସୌରଭ ଗାଙ୍ଗୁଲି । ଏଥିପାଇଁ ଆସନ୍ତା ୨୨ ତାରିଖରେ ନାମାଙ୍କନ ଦାଖଲ କରିବେ ।…

ଅଧ୍ୟକ୍ଷ ପଦ ଛାଡିବେ ଗାଙ୍ଗୁଲି, BCCI ର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ରୋଜର ବିନ୍ନୀ

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷକୁ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ। ଚଳିତାମସ ୧୮ ତାରିଖରେ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବ। ଏହାସହିତ ଯେଉଁ ଅଧିକାରୀ ଏବେ ରହିଛନ୍ତି, ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବ ଏବଂ ନୁଆ ଅଧିକାରୀ ନିଯୁକ୍ତି…