Browsing Tag

sourav ganguly

ଚିନ୍ତାରେ ଗାଙ୍ଗୁଲି, ଘରୁ ଦେଢ ଲକ୍ଷ ଟଙ୍କାର ମୋବାଇଲ ଚୋରି

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦେଢ ଲକ୍ଷରୁ ଅଧିକ ଦାମ୍‌ ମୋବାଇଲ ଚୋରି । ଏହି ଚୋରି ତାଙ୍କ କୋଲକତା ଘରୁ ହୋଇଥିବା ଜଣାପଡିଛି । ଏନେଇ ଖୋଦ୍ ଠାକୁରପୁରା ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି…

ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି, ‘ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି ’

ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍ ଓ ଧଳା ବଲରେ ଅଲଗା ଅଲଗା…

ଅଭିନେତ୍ରୀ ନଗମାଙ୍କୁ ମନ ଦେଇ ବସିଥିଲେ ଗାଙ୍ଗୁଲି, ହେଲେ ଡୋନା ଛାଡପତ୍ର ଦେବା କହିବାରୁ ପ୍ରେମକୁ ଜଳାଞ୍ଜଳି ଦେଇଥିଲେ…

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୧ ବର୍ଷରେ ପାଦ ଥାପିଛନ୍ତି । ଗାଙ୍ଗୁଲି ଭାରତର ସବୁଠୁ ସଫଳ ଅଧିନାୟକ ମଧ୍ୟରେ ଅନ୍ୟତମ । ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍‌ କରିଥିବା କ୍ରିକେଟର ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ଖେଳ ଭଳି ନିଜ…

ପୁଣି ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି, ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ଦୁହେଁ ପରସ୍ପରକୁ ଆଲିଙ୍ଗନ…

ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ପରସ୍ପରକୁ ଆଲିଙ୍ଗନ କରି ଚର୍ଚ୍ଚାରେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି । ବାଙ୍ଗାଲୋର ଏକ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୫ ଏପ୍ରିଲକୁ ହାଇଭୋଲଟେଜ ଆଇପିଏଲ୍‌ ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ।…

BCCI ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି, ନେଲେ ଗାଙ୍ଗୁଲିଙ୍କ ସ୍ଥାନ

ଭାରତୀୟ କ୍ରିକେଟ ବୋର୍ଡ( BCCI) ରେ ବଡ ପରିବର୍ତ୍ତନ ହୋଇଛି। ୧୯୮୩ ର ବିଶ୍ୱକପ ବିଜେତା ଟିମର ସଦସ୍ୟ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ୩୬ ତମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିନ୍ନି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରିପ୍ଲେସ କରିଛନ୍ତି। ବିସିସିଆଇର…

ସିଏବି ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ ସୌରଭ ଗାଙ୍ଗୁଲି, ଆସନ୍ତା ୨୨ ତାରିଖରେ ଦାଖଲ କରିବେ ନାମାଙ୍କନ

ନୂଆଦିଲ୍ଲୀ : ସୌରଭ ଗାଙ୍ଗୁଲି ଲଢ଼ିବେ ପଶ୍ଚିମବଙ୍ଗ କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ପଦ ନିର୍ବାଚନ । ବିସିସଆଇ ସଭାପତି ପଦ ଛାଡ଼ିବାକୁ ଯାଉଥିବା ବେଳେ ସିଏବି ସଭାପତି ନିର୍ବାଚନ ଲଢ଼ିବେ । ନିଜେ ସ୍ପଷ୍ଟ କରିଛନ୍ତି ସୌରଭ ଗାଙ୍ଗୁଲି । ଏଥିପାଇଁ ଆସନ୍ତା ୨୨ ତାରିଖରେ ନାମାଙ୍କନ ଦାଖଲ କରିବେ ।…

ଅଧ୍ୟକ୍ଷ ପଦ ଛାଡିବେ ଗାଙ୍ଗୁଲି, BCCI ର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ରୋଜର ବିନ୍ନୀ

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷକୁ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ। ଚଳିତାମସ ୧୮ ତାରିଖରେ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବ। ଏହାସହିତ ଯେଉଁ ଅଧିକାରୀ ଏବେ ରହିଛନ୍ତି, ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବ ଏବଂ ନୁଆ ଅଧିକାରୀ ନିଯୁକ୍ତି…

ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ହସ୍ପିଟାଲରେ ଭର୍ତ୍ତି, ଚିକେନଗୁନିଆରେ ଆକ୍ରାନ୍ତ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଚିକେନଗୁନିଆରେ ଆକ୍ରାନ୍ତ ହୋଇଛନ୍ତି। ସେ ଗତ ୪ ଦିନ ହେବ କାଶ ଏବଂ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିଲେ, ଯାହାପରେ ତାଙ୍କୁ…

କୋହଲିଙ୍କ ଫ୍ୟାନ୍ ହେଲେ ସୌରଭ ଗାଙ୍ଗୁଲୀ, ପ୍ରଶଂସାରେ କହିଲେ: “ଦକ୍ଷତା ଦୃଷ୍ଟିରୁ ସେ ମୋ ଠାରୁ ଭଲ”

ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ କୋହଲି ତାଙ୍କ ଅପେକ୍ଷା ଜଣେ ଦକ୍ଷ ଖେଳାଳି। ଏହା ମଧ୍ୟ କହିଛନ୍ତି ଯେ କୋହଲି ଖେଳିବା ଜାରି ରଖିବେ ଏବଂ କ୍ୟାରିୟର ଶେଷବେଳକୁ ସେ…

୨୩ ବର୍ଷ ପରେ ସୋଏବ ଅଖତରଙ୍କ ବଡ଼ ଖୁଲାସା! ଜାଣିଶୁଣି ସୌରଭ ଗାଙ୍ଗୁଲିଙ୍କ ପଞ୍ଜରା ହାଡ଼କୁ ମାରିଥିଲେ ବଲ୍‌…

ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସବୁବେଳେ ସଂଘର୍ଷପୂର୍ଣ୍ଣ ରହିଥାଏ। ଉଭୟ ଟିମ୍‌ର ଖେଳାଳି ‘କର ବା ମର’ ସ୍ଥିତିରେ ଥାଆନ୍ତି। ମ୍ୟାଚ୍‌ ଜିତିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି ଏମାନେ। ଏପରି କି, ପରସ୍ପରକୁ ଆଘାତ ପହଞ୍ଚାଇବାକୁ ବି ପଛଘୁଞ୍ଚା ଦେଇ ନ ଥାଆନ୍ତି। ଏବେ ଦୀର୍ଘ ଦିନ…

ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ ଦେଖିବା ପୂର୍ବରୁ ନବୀନଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି

କେନ୍ୟୁଜ୍(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି। ବାରବାଟୀ ଷ୍ଟାଡିୟମରେ ଭାରତ- ଓ ସାଉଥ ଆଫ୍ରିକା ମଧ୍ୟରେ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ବେଳେ…

କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଓସିଏ ଦେଲା ସୂଚନା

କଟକ: କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଟି-20 ମ୍ୟାଚ୍। ଏଥିପାଇଁ ଆଜି ଆସି ପହଞ୍ଚିଛନ୍ତି ଉଭୟ ଟିମ୍…