ଆସନ୍ତା ୧୪ରେ ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଓଡ଼ିଆ ଧୁମଧାମରେ ପାଳିବେ ଉତ୍କଳ ଉତ୍ସବ
ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୧୪ ତାରିଖ ଦିନ ଦକ୍ଷିଣ ଆଫ୍ରିକାରେ ପାଳିତ ହେବ ଉତ୍କଳ ଉତ୍ସବ । ଶୁଭିବ ରଜ ଗୀତର ସ୍ବର ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ । ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ମିଳିତ ଭାବେ ରଜ ଉତ୍ସବ ଏବଂ ଉତ୍କଳ ଦିବସ ପାଳିତ ହେବ । ରାଣ୍ଡବର୍ଗର ବ୍ଲେରଗୌରି ରିକ୍ରିଏସନ୍…