Browsing Tag

south america

୧୪ଟି ଦେଶକୁ ଅତିକ୍ରମ କରିଛି ଦୁନିଆର ସବୁଠୁ ଲମ୍ବା ହାଇେଓ୍ଵ PAN-America Highaway , ଏଠି ଦେଖିବେ ଆପଣ ଜଙ୍ଗଲ ଠୁ…

ଆମେରିକା ଏମିତି ଏକ ଦେଶ ଯେଉଁଠାକୁ ଯିବାକୁ କିଏ ବା ନ ଚାହେଁ। ବିଦେଶ ଭ୍ରମଣ କରିବା କଥା କହିଲେ ମନରେ ପ୍ରଥମେ ଏହି ଦେଶ ନାଁ ଆସେ। ଆମେ ଏହି ଦେଶର ଗୋଟିଏ ବଡ଼ ସିକ୍ରେଟ ସମ୍ପର୍କରେ ଆପଣଙ୍କୁ କହିବୁ। ଯାହା ରହିଛ ି ରୋଡ଼ ମ୍ୟାପକୁ ନେଇ.. ଏଠାରେ ରହିଛି ଦୁନିଆର ସବୁଠାରୁ ଲଙ୍ଗ ହାଇାେଓ୍ଵ।…

ଆମାଜନ୍ ଜଙ୍ଗଲରେ ଅଛି ଚାଲୁଥିବା ଗଛ, ବିଶ୍ବାସ ନହେଲେ ବି ଏହା ସତ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ କଥା ଭାବିବା ତେବେ ମନକୁ ପ୍ରଥମେ ଗୋଟିଏ ନାଁ ଆସିବ। ସେ ହେଉଛି ଅମାଜନ। ଏମିତି ବି ଶୁଣିବାକୁ ମିଳେ ଯେ, ଏହା ଯଦି କୌଣସି ଦେଶ ହୋଇଥାନ୍ତା ତେବେ ଏହା ବିଶ୍ୱର ୯ମ ସ୍ଥାନରେ ସ୍ଥାନିତ ହୋଇଥାନ୍ତା। ଏହା ବି ସତ ଯେ ଦୁନିଆକୁ ୨୦% ଅକ୍ସିଜେନ ଏହି ଜଙ୍ଗଲ ପ୍ରଦାନ କରିଥାଏ…

ଦୁନିଆର ସବୁଠୁ ରହସ୍ୟମୟ ସ୍ଥାନ, ଯେଉଁଠି କେବଳ ଝିଅ ମାନଙ୍କୁ ଦିଆଯାଏ ବଳି

ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ରହସ୍ୟ ସମ୍ପର୍କରେ କହିବୁ , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ସହର ବିଷୟରେ କହିବୁ ଯାହାକୁ ନେଇ ରହିଛି ଅନେକ ରହସ୍ୟ । ଭୂପୁଷ୍ଠରୁ ଏହା ପାଖାପାଖି ୮୦୦୦ କିଲୋମିଟର ଉପରେ ରହିଛି । କୁହାଯାଏ ଦୁନିଆର ୭ଟି ଅଜୁବା ମଧ୍ୟରେ ଏହା ସାମିଲ ଅଛି…

ଏ ବଡ଼ ବିଚିତ୍ର ମହିଳା! ନିଜ ଅନ୍ତିମ ସଂସ୍କାରର ମିଛ ନାଟକ ପାଇଁ ଖର୍ଚ୍ଚ କଲେ ୭୫ ହଜାର ଟଙ୍କା

କରୋନା କାଳରେ ସାରା ଦୁନିଆରେ ଲୋକ ପ୍ରଭାବିତ ହେଉଛନ୍ତି । ଏହି ସମୟରେ ଅନେକ ଅଜବ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହିପରି ଆଉ ଏକ ନୂଆ ଘଟଣା ଏବେ ଆମ ସାମ୍ନାକୁ ଆସିଛି । ଦକ୍ଷିଣ ଆମେରିକାର ଚିଲୀ ନାମକ ସହରରେ ଏକ ଅଭାବନୀୟ ଘଟଣା ଘଟିଛି ।ଚାଲନ୍ତୁ ଜାଣିବା ସେ ସଂପର୍କରେ । କରୋନା ଜନିତ…

ଗ୍ଲୋବାଲ ୱାର୍ମିଙ୍ଗକୁ ରୋକିବାର ଏକମାତ୍ର ଉପାୟ ହେଉଛି ଅମାଜ଼ାନ ଜଙ୍ଗଲର ସୁରକ୍ଷା, ବିଶ୍ୱସ୍ତରରେ ଚାଲିଛି ପ୍ରୟାସ

ଏକ ସର୍ବେକ୍ଷଣ ଅନୁଯାୟୀ ଯଦି ବିଶ୍ୱର ସମସ୍ତ ଜଙ୍ଗଲ ନଷ୍ଟ ହୋଇଯାଏ ତେବେ ମାତ୍ର ୩ ଘଣ୍ଟା ଭିତରେ  ପୁରା ଜୀବଜଗତ ଲୋପ ପାଇଯିବ। କିନ୍ତୁ ଏହି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆମେ ଯେତେ ସଚେତନ ହେବା, ବର୍ତ୍ତମାନର ପିଢ଼ି ସମେତ ଆମ ଭବିଷ୍ୟତର ପିଢ଼ି ମଧ୍ୟ ସୁରକ୍ଷିତ ରହିପାରିବ। ଜଙ୍ଗଲ କ୍ଷୟ…