Browsing Tag

south Korea

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ୍ୟୁ, ୫୯ ଆହତ

ସିଓଲ : ଦକ୍ଷିଣ କୋରିଆ ଡେଜେଓନ୍ ସହରର ଏକ କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାରେ ୪ ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ…

ଦକ୍ଷିଣ କୋରିଆରେ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ସିଓଲ: ଦକ୍ଷିଣ କୋରିଆରେ ଏକ ନୌସେନା ବିମାନ ଅଭ୍ୟାସ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ନୌସେନା ଘଟଣା ସଂପର୍କରେ ସୂଚନା ଦେଇଛି । ସୂଚନା ମୁତାବକ, ବିମାନଟି ଦକ୍ଷିଣ-ପୂର୍ବ ସହର ପୋହାଙ୍ଗ ସ୍ଥିତ ନୌସେନା ବିମାନ ନିଜ ବେସରୁ ଉଡ଼ାଣ ଭରିଥିଲା । କିନ୍ତୁ…

ଦକ୍ଷିଣ କୋରିଆ ବନାଗ୍ନି ଅନିୟନ୍ତ୍ରିତ : ୨୬ ମୃତ, ୨୪ ହଜାର ଲୋକ ସ୍ଥାନାନ୍ତରିତ

ଦକ୍ଷିଣ କୋରିଆରେ ଭୟଙ୍କର ବନାଗ୍ନି ଥମିବାରେ ନାଁ ଧରୁନି । ପବନ ବୋହୁଥିବାରୁ ନିଆଁ ବ୍ୟାପିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଦେଶର ଦକ୍ଷିଣାଞ୍ଚଳରେ ଧ୍ୱଂସଲୀଳା ସୃଷ୍ଟି କରିଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଅଧିକ…

ଦକ୍ଷିଣ କୋରିଆର ୨୦ରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ନିଆଁ… ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କଲେ ସରକାର

 ଦକ୍ଷିଣ କୋରିଆ : ଆମେରିକା ପରେ ଏବେ ଦକ୍ଷିଣ କୋରିଆର ଜଙ୍ଗଲରେ ନିଆଁ ଲାଗିଛି । ଦକ୍ଷିଣ କୋରିଆର୨୦ରୁ ଅଧିକ ସ୍ଥାନର ଜଙ୍ଗଲ ଏବେ ନିଆଁ କବଳରେ ରହିଛି  ।  ଏଥିମଧ୍ୟରୁ ଦକ୍ଷିଣ-ପୂର୍ବ କୋରିଆ ଉପଦ୍ୱୀପରେ ବ୍ୟାପିଥିବା ନିଆଁ ପରିସ୍ଥିତିକୁ ଜଟିଳ କରିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦୁଇଜଣ…

ବିରାଟ ପଥର ସହ ଧକ୍କା ହେଲା ମତ୍ସ୍ୟଜୀବୀ ଡଙ୍ଗା, ୩ ମୃତ, ୧୯ ଉଦ୍ଧାର

ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ମତ୍ସ୍ୟଜୀବୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଏହି ଡଙ୍ଗା ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ପଥର ଚଟାଣ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି । ରିପୋର୍ଟ…

ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ : ୧୭୯ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ : ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ…

ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପୋଲିସ ଚଢାଉ, କିଛିଦିନ ପୂର୍ବରୁ ଲାଗୁ କରିଥିଲେ ମାର୍ଶାଲ ଲ

ଦକ୍ଷିଣ କୋରିଆ ପୋଲିସ ରାଷ୍ଟ୍ରପତି କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍‌(Yoon Suk Yeol)ଙ୍କ ବିରୋଧରେ ଚାଲିଥିବା ଅପରାଧିକ ଯାଞ୍ଚ ଅଧିନରେ କରାଯାଇଛି । ସଂକ୍ଷିପ୍ତ ମାର୍ଶାଲ ଲ ଲାଗୁ କରିବା ମାମଲାରେ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ…

ଦକ୍ଷିଣ କୋରିଆ: ୫୨ ବର୍ଷରେ ଭୟଙ୍କର ତୁଷାର ଝଡ଼, ଜନଜୀବନ ବ୍ୟାହତ, ଶହ ଶହ ବିମାନ ବାତିଲ

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରବଳ ତୁଷାରପାତ ଜନଜୀବନକୁ ବ୍ୟାହତ କରିଛି । ଏହି ବିପଜ୍ଜନକ ତୁଷାର ଝଡ଼ ଦେଖି ଆପଣ ମଧ୍ୟ ଭୟଭୀତ ହୋଇଯିବେ । ପ୍ରବଳ ତୁଷାରପାତ ଯୋଗୁ ବୁଧବାର ଶହ ଶହ ବିମାନ ବାତିଲ ହୋଇଛି । ଏହାସହ ରେଳ ଏବଂ ସଡ଼କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ନଭେମ୍ବରରେ…

ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା, ଏହି କମ୍ପାନୀ ଦେଉଛି ଅଜବ ଅଫର

ଆଜି ବି ଆମ ଦେଶରେ ଅନେକ ସ୍ଥାନରେ ପିଲା ଜନ୍ମ କରିବା ପରେ ପିଲାକୁ ଛାଡି ଚାଲିଯାଉଛନ୍ତି । ପିଲାଙ୍କୁ ଅବହେଳିତ କରୁଛନ୍ତି । କିନ୍ତୁ ଦକ୍ଷିଣ କୋରିଆରେ ଏକ କନଷ୍ଟ୍ରକ୍ସନ କମ୍ପାନୀ ନିଜ କର୍ମଚାରୀଙ୍କ ପିଲା ଜନ୍ମ ହେବା ପରେ ବଢିଆ ଉପହାର ଦେଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ ।…

ଦକ୍ଷିଣ କୋରିଆ: ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୨୦ ଜଣ ଜୀବନ୍ତ ଦଗ୍ଧ

ଦକ୍ଷିଣ କୋରିଆରେ ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୂତ୍ରରୁ ଜଣାପଡ଼ିଛି ଯେ ଦକ୍ଷିଣ କୋରିଆରେ ଥିବା ଏକ ଲିଥିୟମ୍‌ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ସୋମବାର ନିଆଁ ଲାଗିଯାଇଥିଲା…

ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଏହା ବିଷୟରେ ସୂଚନା ଦେଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ମପାଯାଇଛି । ଏହା ହେଉଛି…

ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ନେତା ଲି ଜେ-ମ୍ୟୁଙ୍ଗଙ୍କ ବେକରେ ଛୁରୀ ଭୁସିଦେଲେ ଦୁର୍ବୃତ୍ତ

ଦକ୍ଷିଣ କୋରିଆର ମୁଖ୍ୟ ବିରୋଧୀ ଦଳ ନେତା ଲି ଜେ-ମ୍ୟୁଙ୍ଗଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ବୁସାନ ଗସ୍ତ ସମୟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ତାଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି। ଏଥିରେ ଲି ଜେ-ମ୍ୟୁଙ୍ଗ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି…