Browsing Tag

south stars

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଉଥ ଷ୍ଟାର ବରୁଣ ଓ ଲାବନ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ଓ ଭିଡିଓ

ସାଉଥ୍‌ର ଲୋକପ୍ରିୟ ଅଭିନେତା ବରୁଣ ତେଜ୍‌ ଓ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅକ୍ଟୋବର ତିରିଶରେ ଆରମ୍ଭ ହୋଇଥିବା ଏହି ଯୋଡିଙ୍କ ପ୍ରି- େଓ୍ଵଡିଗିଂର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଗତ କାଲି ମଙ୍ଗଳବାର ରାତିରେ…

ପୁଣି ବିବାଦୀୟ ବୟାନ ଦେଲେ କଙ୍ଗନା ରଣାଓ୍ବତ, କହିଲେ : ବଲିଉଡ଼ର ଷ୍ଟାର କିଡ୍ସ ’ସିଝା ଅଣ୍ଡା’ ଭଳି ଦେଖାଯାଆନ୍ତି…

କଙ୍ଗନା ରଣାଓ୍ବତ ସବୁବେଳେ ନେପୋଟିଜିମକୁ ନେଇ ନିଜର ବିଚାର ସାବ୍ୟସ୍ତ କରି ଆସିଛନ୍ତି । ନେପୋଟିଜିମ ଓ ଷ୍ଟାର କିଡସଙ୍କୁ ନେଇ କଙ୍ଗନା ଅନେକ ଥର ବିବାଦ ଘେରକୁ ଆସିଥାନ୍ତି । ପୁଣିଥରେ ଷ୍ଟାର କିଡସଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଙ୍ଗନା। ଯାହାକୁ ନେଇ ସେ ଏବେ ଚର୍ଚ୍ଚାର ପରିସରକୁ…