Browsing Tag

South superstar Allu Arjun

OTT ରେ ରିଲିଜ୍ ହେବ ନାହିଁ ଫିଲ୍ମ ‘ପୁଷ୍ପା-୨’, ପ୍ରଡକ୍ସନ୍ ହାଉସ୍ ସେୟାର କଲା ପୋଷ୍ଟ

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା-୨' ୧ଡିସେମ୍ବରରେ ମୁକ୍ତିଲାଭ କରିଥିଲା । ଏହା ରିଲିଜ ହେବା ମାତ୍ରେ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମ ବର୍ତ୍ତମାନ ୧୪୦୦ କୋଟିରୁ ଅଧିକ ଆୟ କରିଛି । ପୁଷ୍ପା-୨ ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର…

ପୁଷ୍ପା ୨ର ସ୍କ୍ରିନିଂ ବେଳେ ଦଳାଚକଟାରେ ଚାଲିଯାଇଥିଲା ମା’ ଜୀବନ, ଏବେ ଭେଣ୍ଟିଲେଟରରେ ୮ ବର୍ଷର ପୁଅ

ପୁଷ୍ପା ୨ର ସ୍କ୍ରିନିଂ ସମୟରେ ବେଳେ ଘଟିଥିବା ଅଘଟଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିଲା । ଏହାସହିତ ଘଟଣାରେ ମୃତ ମହିଳାଙ୍କର ୮ ବର୍ଷର ପୁଅ ମଧ୍ୟ ଗୁରୁତର ଆହତ ହୋଇଥିଲେ । ପିଲାଟିକୁ ହସପିଟାଲରେ ଆଡମିଟ୍ କରାଯାଇଥିଲା । ଏବେ ପିଲାଟି ଭେଣ୍ଟିଲେଟର ସପୋର୍ଟରେ ରହି ଜୀବନମରଣ ସହିତ ସଂଗ୍ରାମ…

ଗୋଟେ ରାତି କାଟି ସକାଳୁ ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ, ଘର ସାମ୍ନାରେ ଛାଉଣୀ ହୋଇଛିନ୍ତି ପୋଲିସ

ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇଦ୍ରାବାଦ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ଥିଲେ ଅଲ୍ଲୁ । ଆଜି ସକାଳୁ ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଆଣିବା ପାଇଁ ଜେଲରେ ପହଂଚିଥିଲେ ତାଙ୍କ ବାପା ଓ ଶ୍ବଶୁର । ଅଲ୍ଲୁ ଅର୍ଜୁନଙ୍କ ଘର ସାମ୍ନାରେ ପୋଲିସ ଛାଉଣୀ ହୋଇଛି। ଗତକାଲି ଗିରଫ…