Browsing Tag

sp

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ କରିବେ । ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେବେ । ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ ଓ…

‘ଫନି’ବିପନ୍ନଙ୍କୁ ସାହାଯ୍ୟ ପାଇଁ ଅଭିନବ ପ୍ରୟାସ, ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କଲେ…

ଗଜପତି : ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଫନି ପୀଡ଼ିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗତକାଲି ସଂଧ୍ୟାରେ ପାରଳାଖେମୁଣ୍ଡି ଥାନା ପରିସରରୁ ଗଜପତି ଏସପି ସାରା ଶର୍ମା ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କରିଥିଲେ…

ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ : ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ ବସ୍

ନବରଙ୍ଗପୁର (କେନ୍ୟୁଜ୍) :ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ । ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ବସ୍ । ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ଏସ୍ପିଙ୍କ ଆବାସିକ କାର୍ୟ୍ୟାଳୟରେ ନିୟୋଜିତ ଫଲୋଏର ଅର୍ଡଲି ରବୀନ ଚନ୍ଦ୍ର…