ଆଜି ଲଞ୍ଚ ହେବ ଆକ୍ସିଅମ୍ -୪ ମିସନ, ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯିବେ ଶୁଭାଂଶୁ ଶୁକ୍ଲା
ଆଜି ଲଞ୍ଚ ହେବ ଆକ୍ସିଅମ୍ -୪ ମିସନ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ଭାରତୀୟ ସମୟ ଦିନ ୧୨ଟା ୧ ମିନିଟରେ ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯିବ । ଆସନ୍ତାକାଲି…