ସମୁଦ୍ରରେ ଖସିପଡ଼ିଲା ଏଲିଏନଙ୍କ ବିମାନ, ବୈଜ୍ଞାନିକମାନେ ପ୍ରକାଶ କଲେ ଆଶ୍ଚର୍ଯ୍ୟଜନକ ତଥ୍ୟ
ଆପଣ ଜାଣିଛନ୍ତି ପ୍ରତିଦିନ ଏଲିଏନଙ୍କୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି। ଏମିତିକି ନିକଟରେ ଏମାନଙ୍କୁ ଆକାଶରେ ଚୀନ୍ ପାଇଲଟ୍ ଦେଖିଥିବାର ଏକ ଭିଡ଼ିଓ ମଧ୍ୟ ସେୟାର କରିଥିଲେ। ଯାହାକି ଅଧିକ ମାତ୍ରାରେ ଭାଇରାଲ ହେବାକୁ ମଧ୍ୟ ଲାଗିଥିଲା। ତେବେ ବର୍ତ୍ତମାନ ମଧ୍ୟ ଏମିତି କିଛି ଘଟଣା…