ପଯ୍ୟର୍ଟକଙ୍କ ପାଇଁ ନାସା ବନାଉଛି ସ୍ପେସ୍ ହୋମ୍, ଦେଖିପାରିବେ ପୃଥିବୀର ୩୬୦ ଡିଗ୍ରୀ ଭିଉ
ଅନ୍ତରିକ୍ଷ ଜଗତରେ ନାସାକୁ ବହୁତ ବଡ ବୋଲି ଧରାଯାଏ ଏବଂ ନାସାକୁ ନିଜର ଉପଲବ୍ଧି ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଥାଏ। ନାସା ଏବେ ଏକ ବହୁତ ଖାସ୍ କାମ କରିବାକୁ ଯାଉଛି, ଯେଉଁଥିରେ ପଯ୍ୟର୍ଟକଙ୍କୁ ଛୁଟି ମନାଇବା ପାଇଁ ଅନ୍ତରୀକ୍ଷକୁ ଯାଇପାରିବେ ଏବଂ ସେଠାରୁ ପୃଥିବୀକୁ ଦେଖି ପାରିବେ।…