Browsing Tag

Space Station

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ୪ ଦେଶର ମହାକାଶଚାରୀ, ଚନ୍ଦ୍ର, ମଙ୍ଗଳ ପାଇଁ ଗବେଷଣା କରିବେ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ୪ଟି ଦେଶର ମହାକାଶଚାରୀ ।ନାସାର SpaceX Crew-7ରେ ସେମାନେ ଅନ୍ତରୀକ୍ଷକୁ ଯାଇଛନ୍ତି । ଆଜି ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଡ୍ରାଗନ ସ୍ପେସକ୍ରାଫ୍ଟକୁ ସାଙ୍ଗରେ ନେଇ ଯାଇଛି SpaceX ଫାଲକନ୍ ୯ ରକେଟ । ଆଜି ଏହାର ସଫଳ ଉତକ୍ଷେପଣ…

ସ୍ପେସ୍‌ ଷ୍ଟେଶନରେ କପଡ଼ା ଧୋଇବା ପାଇଁ ଡିଟର୍ଜେଣ୍ଟ ପଠାଇବ NASA, ଏବେ ମଇଳା କପଡ଼ାକୁ ମହାକାଶରେ ହିଁ ଫିଙ୍ଗି ଦେଉଛନ୍ତି…

ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ(NASA) ଏବେ ମହାକାଶକୁ ଡିଟର୍ଜେଣ୍ଟ ପଠାଇବ। ମହାକାଶଚାରୀମାନଙ୍କ ଚଳଣୀକୁ ଆହୁରି ଆରାମଦାୟକ କରିବା ପାଇଁ ନାସା ଏମିତି କିଛି କରିବାକୁ ଯାଉଛି। ମହାକାଶରେ ଜୀବନ ବହୁତ ମୁସ୍କିଲ ହୋଇଥାଏ। ସେଠାକାର ରହସ୍ୟକୁ ଜାଣିବା ପାଇଁ ଦିନ ଦିନ,…

ଶୌଚାଳୟ ଖରାପ ହେବା କାରଣରୁ ଅନ୍ତରୀକ୍ଷ ଷ୍ଟେଶନର ଯାତ୍ରୀମାନେ ଚିନ୍ତିତ, ପିନ୍ଧିବାକୁ ପଡ଼ୁଛି ଡାୟପର

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନ(ଆଇଏସ୍‌ଏସ୍‌)ର କୌଣସି ବି ଶୌଚାଳୟ ଚାଲୁ ସ୍ଥିତିରେ ନାହିଁ। ଏହି କାରଣରୁ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଡାୟପର ପିନ୍ଧି କାମ କରିବାକୁ ପଡ଼ୁଛି ବୋଲି ବୁଧବାର ନାସା ସୂଚନା ଦେଇଛି। ଆଇଏସ୍‌ଏସ୍‌ କମାଣ୍ଡର ଲୁସା ପରମିଟାନୋଙ୍କ ଅନୁସାରେ, ଆମେରିକୀୟ ଭାଗରେ…

‘ମହାକାଶ’ରେ ପ୍ରଥମ ଥର ହେଲା ‘ଡିଜେ ଡ୍ୟାନ୍ସ’, ଭିଡିଓ ଭାଇରାଲ

ଇଟାଲିର ଲୁକା ପରମିଟାନୋ ସ୍ପେସ୍‌ରେ ଡିଜେ ଡ୍ୟାନ୍ସ କରୁଥିବା ପ୍ରଥମ ମହାକାଶ ଯାତ୍ରୀ ବନିଯାଇଛନ୍ତି। ଲୁକା ଅନ୍ତର୍ରାଷ୍ଟ୍ରୀୟ ମହାକାଶ ଷ୍ଟେଶନରେ ଡିଜେ ଧୁନ୍‌ରେ ଡ୍ୟାନ୍ସ କରିଛନ୍ତି। ସେ ଏକ ଡିଭାଇସ୍‌ ଜରିଆରେ ଡିଜେ ଡ୍ୟାନ୍ସକୁ ଲାଇଭ୍‌ ଶୋ’ ମଧ୍ୟ କରିଥିଲେ। ଏହି ଡ୍ୟାନ୍ସର ପ୍ରସ୍ତୁତି…