Browsing Tag

SpaceX

NASA ଓ SpaceXର ଗୁରୁତ୍ୱପୂର୍ଣ୍ଣ ଲଞ୍ଚ୍‌; ଆଷ୍ଟ୍ରୋଏଡ୍‌କୁ ଆକ୍ରମଣ କରିବ ମହାକାଶଯାନ, ପୃଥିବୀକୁ ରକ୍ଷା କରିବା ପାଇଁ…

ଆମେରିକୀୟ ସ୍ପେସ୍‌ ଏଜେନ୍ସି National Aeronautics and Space Administration (NASA) ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀ ସ୍ପେସ୍‌ଏକ୍ସ (SpaceX) ବୁଧବାର ଅର୍ଥାତ୍‌ ୨୪ ନଭେମ୍ବରରେ ଏକ ମହାକାଶଯାନ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହା ସୁଦୂର ମହାକାଶରେ ଚକ୍କର…

ମହାକାଶରେ ଟ୍ୟାକ୍ସି ସେବା, ଫାଲକନ୍‌-9 ମହାକାଶ ଯାନରେ ଚାରି ଯାତ୍ରୀଙ୍କୁ ପଠାଇଲା ନାସା

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସଫଳତାର ସହ ଆଜି ପ୍ରଥମ ଅପରେସନାଲ୍‌ ସ୍ପେସ୍‌ ଟାକ୍ସି ଫ୍ଲାଇଟକୁ ମହାକାଶ ଅଭିମୁଖେ ପଠାଇଛି । ଏଲନ ମସ୍କର ରକେଟ କମ୍ପାନୀ ସ୍ପେସଏକ୍ସ ସହ ମିଳିତ ଭାବରେ…

ମହାକାଶରେ ଡାଇନୋସର! ଏନେଇ ନାସା ଏବଂ ସ୍ପେସଏକ୍ସ ପାଖରେ ରହିଛି ଖବର

ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଡାଇନୋସରର ଉପସ୍ଥିତି ଥିବା ବୌଜ୍ଞାନିକମାନେ ଦାବି କରୁଥିଲେ ମଧ୍ଯ ଏବେ ଏହି ବିଶାଳ ସରୀସ୍ପ ବିଲୁପ୍ତ ହୋଇଯାଇଛି। ଏହି ବିଶାଳ ସରୀସ୍ପ ସହ ମାନବର ମଧ୍ଯ ଆକର୍ଷଣ ଜାରି ରହିଛି। ସୂଚନା ମୁତାବକ ବର୍ତ୍ତମାନ ଏକ ଡାଇନୋସର ଅନ୍ତରିକ୍ଷରେ ଦେଖିବାକୁ ମିଳିଛି। ଏଠାରେ…