ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ ନିର୍ବାଚନ ହେବାକୁ ଯାଉଛି । ଓମ୍ ବିର୍ଲା ବନାମ କେ ସୁରେଶ। ଦିନ ୧୧ଟାରେ ଭୋଟିଂ ହେବ । ସପ୍ତଦଶ ଲୋକସଭାର ବାଚସ୍ପତି ତଥା ୩ ଥରର ସାଂସଦ ଓମ୍ ବିର୍ଲାଙ୍କୁ ବାଚସ୍ପତି…