Browsing Tag

speaker

ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରମିଳା ମୁଖ୍ୟମନ୍ତ୍ରୀ…

ସେପ୍ଟେମ୍ବର ୨୧ ରେ ବିଧାନସଭା ବାଚସ୍ପତି ନିର୍ବାଚନ: ରେସରେ ଅଛନ୍ତି ୫ ଜଣ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ରହିଛି ।…

ସେପ୍ଟେମ୍ବର ୨୧ ରେ ବାଚସ୍ପତି ନିର୍ବାଚନ, ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ୍)  : ସେପ୍ଟେମ୍ବର ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ। କିଏ ହେବେ ବାଚସ୍ପତି ? ବାଚସ୍ପତି ନିର୍ବାଚନ ପାଇଁ ୧୮ରେ ନାମାଙ୍କନ ଦାଖଲ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୧ ତାରିଖର…

କିଏ ହେବେ ନୂଆ ବାଚସ୍ପତି ? ରେସ୍‌ରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ ପାତ୍ର

ଭୁବନେଶ୍ଵର (କେନ୍ୟୁଜ): କିଏ ହେବେ ବିଧାନସଭାର ନୂଆ ବାଚସ୍ପତି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଛି । ନୂଆ ବାଚସ୍ପତିଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଖୁବଶୀଘ୍ର ନାଁ ଘୋଷଣା ହୋଇପାରେ । ରେସ୍‌ରେ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ…

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର(କେନ୍ୟୁଜ): ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ବାଚନିକ ଭୋଟରେ ବଚସ୍ପତି ରୂପେ ନିର୍ବାଚିତ ହୋଇଛନ୍ତି। ବିକ୍ରମ କେଶରୀ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ।…

ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଆଜି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିରୋଧୀଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ…

ଏପ୍ରିଲ ୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି; ବିଧାନସଭା ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୧୫ ତାରିଖରେ ସମସ୍ତେ ଚିଲିକା ବୁଲିବାକୁ ଯିବେ। ୬ ତାରିଖ ସୁଦ୍ଧା ଇଚ୍ଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ…

ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ, ତାପୂର୍ବରୁ ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର(କେନ୍ଯୁଜ୍): ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବା ପାଇଁ ସରକାର ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । କୋଭିଡ୍‌ କଟକଣାରେ…

ବିଧାନସଭାରେ କାଲିଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ, ପାନ ଖାଇ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ…

ଭୁବନେଶ୍ବର: ବିଧାନସଭାରେ କାଲି ଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ। ନିଜ ନିଜ ଅଞ୍ଚଳର ବାହାରେ ରହିଥିବା ଶ୍ରମିକ ଓ ଲୋକଙ୍କ ବାବଦରେ ତଥ୍ୟ ଦେଇପାରିବେ ବିଧାୟକ ଓ ସାଂସଦ। ସେମାନଙ୍କ ତଥ୍ୟ ଲୋକସଭା ବାଚସ୍ପତିଙ୍କୁ ଦେବା ସହିତ ସମ୍ପୃକ୍ତ ରାଜ୍ୟର ବାଚସ୍ପତିଙ୍କୁ ମଧ୍ୟ ଦିଆଯିବ।…

କିଟ୍‌ ବିଶ୍ୱବିଦ୍ୟାଳୟରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ୧୫ତମ ସମାବର୍ତ୍ତନ ଉତ୍ସବରେ ଦେଲେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । କିଟ୍‌ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଛନ୍ତି । କହିଛନ୍ତି ସଂସଦ ଗଣତନ୍ତ୍ରର ମନ୍ଦିର । ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚିବା ଆବଶ୍ୟକ ରହିଛି । ‘ଟେକ୍‌ନିକର…

ତିନି ଦିନ ଭିତରେ ଘର ଛାଡ଼. . . . ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକଙ୍କୁ ତାଗିଦ କଲେ ବାଚସ୍ପତି

 ଭୁବନେଶ୍ବର(କେନ୍ୟୁଜ୍):  ତିନି ଦିନ ଭିତରେ ସରକାରୀ କ୍ୱାର୍ଟର୍ସ ଛାଡ। ନହେଲେ ପୋଲିସରେ ହେବ ମାମଲା। ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ପୂର୍ବତନ ବିଧାୟକଙ୍କୁ ଏଭଳି ଚରମବାଣୀ ଶୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ପୂର୍ବରୁ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ୨୬ ଜଣ…

କର୍ଣ୍ଣାଟକ ନାଟକର ଆଜି ପଡ଼ିବ କି ଯବନିକା ? ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ସାରିବାକୁ ବାଚସ୍ପତିଙ୍କ ଡେଡ୍‌ଲାଇନ୍‌

ଆଜି ପଡ଼ିବ କି କର୍ଣ୍ଣାଟକ ନାଟକରେ ଯବନିକା? ସଂଧ୍ୟା ୬ଟା ସୁଦ୍ଧା ଯେକୌଣସି ମତେ ଆସ୍ଥା ଭୋଟ କରାଯିବ ବୋଲି ବାଚସ୍ପତି ଡେଡଲାଇନ ଦେଇଛନ୍ତି । ଅପରାହ୍ନ ୪ଟାରୁ ଆସ୍ଥା ଭୋଟ ନେଇ ଆଲୋଚନା ହେବ । ସେପଟେ ତୁରନ୍ତ ଆସ୍ଥା ଭୋଟ କରାଇବା ନେଇ ଦୁଇ ଜଣ ସ୍ୱାଧୀନ ବିଧାୟକ ସୁପ୍ରିମକୋର୍ଟରେ କରିଥିବା…