Browsing Tag

special effect

ଚନ୍ଦ୍ରମାଙ୍କ ପ୍ରଭାବ ଏହିସବୁ ଲୋକଙ୍କ ପାଇଁ ହୋଇଥାଏ ଖାସ୍‌, ଜାଣନ୍ତୁ ନକାରାତ୍ମକ ପ୍ରଭାବରୁ ରକ୍ଷା ପାଇବାର ଉପାୟ

କ୍ୟାଲେଣ୍ଡର ଅନୁଯାୟୀ ପୂର୍ଣ୍ଣିମା ମାସର ୧୫ ତମ ଦିନ ଏବଂ ଶୁକ୍ଳପକ୍ଷର ଶେଷ ଦିନ ହୋଇଥାଏ। ଏହି ଦିନ ଚନ୍ଦ୍ର ଆକାଶରେ ପୂର୍ଣ୍ଣ ରୂପେ ନଜର ଆସିଥାନ୍ତି। ଭାରତୀୟ ଜନଜୀବନରେ ଏହି ଦିନର ଅନେକ ମହତ୍ତ୍ୱ ରହିଛି। ପ୍ରତ୍ୟେକ ମାସର ପୂର୍ଣ୍ଣିମାରେ କୌଣସି ନା କୌଣସି ପର୍ବ ଅଥବା ଉପବାସ ପାଳନ…