ଏହି ଖାସ୍ ନୋଟ ଆପଣଙ୍କୁ କରିପାରେ ଲକ୍ଷପତି, ଜାଣନ୍ତୁ କେମିତି ଓ କେଉଁଠି କରିବେ ନିଲାମ
ଆପଣ ଜାଣିଛନ୍ତି କି ଆପଣଙ୍କ ପକେଟରେ ରହିଥିବା ଏକ ନୋଟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ।ଏହିଭଳି କିଛି ନୋଟ ରହିଛି ଯେଉଁଥିରେ କିଛି ସ୍ପେଶାଲ ସିରିଜ, ସ୍ପେଶାଲ ନମ୍ବର ଏବଂ ପ୍ରେସ ପ୍ରିଣ୍ଟ ବା କିଛି ଖାସ ସିଗ୍ରେଚର ରହିଛି। ଏହିଭଳି ସବୁ ନୋଟକୁ ରେୟର ନୋଟର କ୍ୟାଟଗୋରିରେ ରଖାଯାଇଥାଏ।…