Browsing Tag

special poultry farming

ଦାଦନଙ୍କ ସଂଖ୍ୟା କମାଇଛି କୁକୁଡ଼ା ଚାଷ, ସରକାରୀ ସହାୟତାରେ ଘରେ ରହି ମୋଟା ଅଙ୍କର ରୋଜଗାର କରିପାରୁଛନ୍ତି କମ୍ ପାଠୁଆ

ଏନ୍‌ଇସିସି ବା ନେସନାଲ ଏଗ୍‌ କୋଅର୍ଡିନେସନ କମିଟିର ସ୍ଲୋଗାନ୍‌ ହେଉଛି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’ । ଏମିତି ତ ଅଙ୍ଗନବାଡି ଓ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ହସ୍ପିଟାଲ ରୋଗୀଙ୍କୁ ସରକାର ନିୟମିତ ଭାବେ ଅଣ୍ଡା ଯୋଗାଉଛନ୍ତି । ଛୋଟ ପିଲା ହୁଅନ୍ତୁ କି ଗର୍ଭବତୀ ମହିଳା,…

ରୋଜଗାର ଦେଉଛି କୁକୁଡା ଚାଷ, ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ

ମୋହନା (କେନ୍ୟୁଜ) : ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ। ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ।। ରାଜ୍ଯ ସରକାରଙ୍କ ମିଶନଶକ୍ତି ସେମାନଙ୍କୁ ଗାଁ ଦାଣ୍ଡକୁ ବାହାର କରିଛି। ମିଶନଶକ୍ତିର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ…

ଏମବିଏ କୁକୁଡା ଚାଷୀ ବିକାଶ, ପଢ଼ନ୍ତୁ ଜଣେ ସଫଳ ଶୀକ୍ଷିତ ଚାଷୀଙ୍କ ବିଷୟରେ

ସୁନ୍ଦରଗଡ (କେନ୍ୟୁଜ) : ଭଳିକି ଭଳି କୁକୁଡା, ଦେଶି,କଡକନାଥ ସହ ପ୍ରାୟ 10 ପ୍ରକାରର କୁକୁଡା ଥିବା ଫାର୍ମ। ଏହି ଫାର୍ମ କରିଛନ୍ତି ଜଣେ ଏମବିଏ ପଢୁଥିବା ଛାତ୍ର। ଲକଡାଉନ ସମୟରେ ଘରକୁ ଅ।ସି ଫେରିନଥିବା ବେଳେ ପାଠ ପଢା ସହ ନିଜ ଗାଁରେ କୁକୁଡା ଚାଷ କରି ଅନ୍ଯ ମାନଙ୍କ ପାଇଁ ପାଲଟିଛନ୍ତି…

ସୌଖୀନ କୁକୁଡ଼ା ଚାଷରେ ସଫଳ ପିପିଳିଆ ଗାଁର ପ୍ରେମାନନ୍ଦ, ଦାମ୍‌ ଜାଣିଲେ ଚକିତ ହେବେ

ପେସାରେ ସେ ଜଣେ ସରକାରୀ ଚାକିରିଆ କିନ୍ତୁ ନିଶା ତାଙ୍କର ସୌଖୀନ କୁକୁଡା ପାଳନ । ତାହା ପୁଣି ୫ଶହ କି ହଜାରେ ନୁହେଁ ଗୋଟିଏ ଗୋଟିଏ କୁକୁଡ଼ାର ମୂଲ୍ୟ ୨୦ରୁ ୩୫ ହଜାର ଟଙ୍କା । ଏଭଳି ଜଣେ ସୌଖୀନ କୁକୁଡ଼ା ଚାଷୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର…