Browsing Tag

special stories

ପଞ୍ଜାବର ଚାଷୀ ହେଲେ ଟ୍ରେନର ମାଲିକ,ରେଳବାଇର ଗୋଟିଏ ଭୁଲ ତାଙ୍କ ଭାଗ୍ୟ ବଦଳାଇଦେଲା

କ୍ଷଣିକରେ ଚାଷୀ ବନିଗଲେ ଶତାବ୍ଦୀ ଟ୍ରେନର ମାଲିକ । ରେଳବାଇର ଗୋଟିଏ ଭୁଲ ତାଙ୍କୁ କୋଟିପତି କରିଦେଲା । ତେବେ କିପରି ଜଣେ ପଞ୍ଜାବ ଚାଷୀ ଟ୍ରେନର ମାଲିକ ହେଲେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ । ଜଣେ ଚାଷୀ ଟ୍ରେନ୍‌ର ମାଲିକ ହେବାର ଚମତ୍କାର ଘଟଣା ବିଷୟରେ ଆପଣ କେବେ ଶୁଣିଛନ୍ତି କି?…

ରାତି ହେଲେ ମୋ ସ୍ତ୍ରୀ ନାଗୁଣୀ ହୋଇଯାଉଛି, ସାର ମୋତେ ବଞ୍ଚାଓ…

ମୋ ସ୍ତ୍ରୀ ଗୋଟେ ନାଗୁଣୀ । ଶୂନସାନ ରାତିରେ ସେ ସାପ ରଡ଼ି ଛାଡ଼ୁଛି । ମୁଁ ଆକ୍ଷେପ କରୁନି ସାର ସତରେ ସେ ଗୋଟେ ସାପ । ରାତି ହେଲେ ସେ ତା ଅସଲ ରୂପ ଦେଖାଉଛି । ଫଁ ଫଁ ଗର୍ଜନ କରୁଛି । ମୋତେ ଭାରି ଦ୍ୱାରା ଲାଗୁଛି ସାର । ମୋଟେ ବଞ୍ଚାନ୍ତୁ । ମୋ ସ୍ତ୍ରୀ ରାତିରେ ସାପ ପାଲଟିଯାଉଛି । ମୋ…

ମହାକାଶରେ ମହାକାଶଚାରୀଙ୍କ ଜୀବନ ବଞ୍ଚାଇବ ବାଦୁଡି ରକ୍ତ, ଜାଣନ୍ତୁ କେମିତି…

ମହାକାଶ ଜଗତ ବିଭିନ୍ନ ରହସ୍ୟରେ ପରିପୂର୍ଣ୍ଣ ହୋଇଥାଏ । ଏହାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଥାଏ । ଏହାକୁ ଅଧିକ ଭାବରେ ଜାଣିବା ପାଇଁ ବିଭିନ୍ନ ଦେଶର ସ୍ପେସ୍ ଏଜେନ୍ସିଗୁଡିକ ଏବଂ ବୌଜ୍ଞାନିକ ମାନେ ଏହି ରହସ୍ୟର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ଆପଣ ଗୋଟିଏ କଥା…

ଗୋଟିଏ ଅଣ୍ଡାର ମୂଲ୍ୟ ହେଲା ୨୧ ହଜାର ଟଙ୍କା

ସାଧାରଣ ଭାବରେ ଆପଣମାନେ ଜାଣିଥିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ୭ ରୁ ୧୨ ଟଙ୍କା ମଧ୍ୟରେ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ବ୍ରିଟେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡାକୁ ୨୦୦ ପାଉଣ୍ଡ ଅର୍ଥାତ୍ ୨୧ ହଜାର ଟଙ୍କାରେ ବିକ୍ରି ହୋଇଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।…

ଦୁନିଆର ଭୟଙ୍କର ଭୂତ ଗାଁ, ଯେଉଁଠାରେ ବୁଲନ୍ତି ଆତ୍ମା

ଦୁନିଆରେ ଅନେକ ଭିନ୍ନ ଭିନ୍ନ ସ୍ଥାନ ଅଛି ଯାହା ବିଷୟରେ ଆମେ ଅଧିକ ଜାଣିନାହୁଁ । ଏଭଳି କିଛି ସ୍ଥାନ ରହିଛି ଯାହା ପରିତ୍ୟକ୍ତ ହୋଇ ରହିଥାଏ । କାରଣ ଏଠାରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ । ଲୋକମାନେ ଏଭଳି ସ୍ଥାନକୁ ଯିବାକୁ ମଧ୍ୟ ଭୟ କରନ୍ତି । ଏହି ସ୍ଥାନର କାହାଣୀ ଏପରି ଥାଏ, ଯାହା…

ଅଯୋଧ୍ୟାର ରାମ ମନ୍ଦିର ନୁହେଁ , ଏହା ହେଉଛି ଭାରତର ସବୁଠାରୁ ବଡ ମନ୍ଦିର

ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ତାରିଖ ସ୍ଥିର ହୋଇସାରିଛି । ଅନେକ ବର୍ଷର ସଂଘର୍ଷ ପରେ ଏହି ଭବ୍ୟ ରାମ ମନ୍ଦିରର ନିର୍ମାଣ ହୋଇଛି । ଯାହା ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବାକୁ ଯାଉଛି । ଆସନ୍ତା ୨୨ ଜାନୁଆରି ୨୦୨୪ରେ ଭଗବାନ ରାମଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବ । ଏହା ପରେ…

ଖବର କାଗଜର ପ୍ରତ୍ୟେକ ପୃଷ୍ଠା ତଳେ ଥିବା ୪ଟି ବିନ୍ଦୁର ଅର୍ଥ ଜାଣିଛନ୍ତି କି ?

ଖବରକାଗଜ ପୃଷ୍ଠାଗୁଡିକର ତଳେ ଥିବା ଏହି ୪ଟି ବିନ୍ଦୁର ବ୍ୟବହାର କଣ ? ଯଦି ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଛି ତେବେ ଜାଣିରଖନ୍ତୁ ଯେ, ଏହା 'ରେଜିଷ୍ଟ୍ରେସନ ମାର୍କ' କିମ୍ବା 'କ୍ରପ୍ ମାର୍କ' ଭାବରେ ରହିଥାଏ । ଏହି ବିନ୍ଦୁଗୁଡିକ ମୁଦ୍ରଣ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ । ଏହା ଦ୍ୱାରା…

 ଜାଣନ୍ତୁ କେତେ କୋଟି ଟଙ୍କାରେ ବିକ୍ରି ହେଉଛି ଦୁନିଆର ସବୁଠାରୁ ଦାମୀ ଟମାଟୋ ମଞ୍ଜି 

ସପ୍ତାହ ତଳେ ୬୦ ଟଙ୍କା ମୂଲ୍ୟରେ ମିଳୁଥିବା ଟମାଟୋ ବର୍ତ୍ତମାନ ୧୦୦ରୁ ୧୫୦ ଟଙ୍କାରେ ପହଞ୍ଚିଛି । ଦିଲ୍ଳୀରେ ଏକ କେଜି ଟମାଟୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଏହି ଟମାଟୋ ର ମୂଲ୍ୟ ଅଧିକ ହେଲେ ମଧ୍ୟ ଏହା ୨୦୦ ହୋଇପାରେ । କିନ୍ତୁ ଦୁନିଆର ଏପରି ଏକ ଟମାଟୋ ରହିଛି ଯାହା ମଞ୍ଚିର ମୂଲ୍ୟ…

ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

୨୦୪୦ ଦଶକରେ ଆର୍କଟିକ ମହାସାଗରରେ ସୃଷ୍ଟି ହୋଇଥିବା ବରଫ ସ୍ତର ତରଳି ଯାଇ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ପୂର୍ବ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଅର୍ଥାତ ୨୦୩୦ ସୁଦ୍ଧା ଦ୍ରୁତଗତିରେ ତରଳୁଥିବା ଏହି ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ । କାର୍ବନ କାଢିବା…

ପ୍ରତ୍ୟେକ ପ୍ରହରରେ ବଦଳେ ମା’ଙ୍କ ରୂପ, ଜାଣନ୍ତୁ ଜଗଦମ୍ବା ମନ୍ଦିରର ରହସ୍ୟ

ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଏହି ସ୍ଥାନମାନଙ୍କ ମଧ୍ୟରୁ ମନ୍ଦିର ଅନ୍ୟତମ । ପ୍ରତ୍ୟେକ ମନ୍ଦିରରେ ଭିନ୍ନ ମହିମା ରହିଛି । ତେବେ ଏହି ମନ୍ଦିରମାନଙ୍କ ମଧ୍ୟରୁ ମା ଜଗଦମ୍ବାଙ୍କ ମନ୍ଦିରର ମହିମା ଅନ୍ୟତମ । ମହାରାଷ୍ଟ୍ରର ନାଗପୁର ସହରରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏକ ମନ୍ଦିରରେ…

ଇଞ୍ଜେକ୍ସନ ଦେବା ସମୟରେ ଯଦି ଏକ ଶିରାରେ ପବନ ଚାଲିଯାଏ ହୋଇପାରେ କ୍ଷତିକାରକ, ରୁହନ୍ତୁ ସତର୍କ

ଅନେକ ଲୋକ ଇଞ୍ଜେକସନ ନେବା ସମୟରେ ଡରନ୍ତି। କିନ୍ତୁ ଏହି ସମୟରେ ଖୁବ୍ ସତର୍କ ରହିବାକୁ ପଡ଼ିବ। ଟିକେ ହଲଚଲ୍ ହେଲେ ମଣିଷ ପାଇଁ ସାଂଘାତିକ ହୋଇପାରେ। ଆପଣ ନିଶ୍ଚୟ ଅନେକ ଚଳଚ୍ଚିତ୍ରରେ ଦେଖିଥିବେ ଯାହା ପ୍ରାୟତ ଜଣେ ଭିଲିଆନ୍ କାହାକୁ ମାରିବା ପାଇଁ କାହା ଶରୀରରେ ଏକ ଖାଲି ସିରିଞ୍ଜ୍…

ଚିରନ୍ତନ ପ୍ରେମ: ମୃତ ପ୍ରେମିକାଙ୍କୁ ବିବାହ କଲେ ଯୁବକ, ସାରା ଜୀବନ ବିବାହ ନକରିବାକୁ ଦେଉଛନ୍ତି ପ୍ରତିଶୃତି

ପ୍ରେମ! ହୁଏତ ଏ ଶବ୍ଦର ଅର୍ଥ ଖୁବ୍ କମ୍ ଲୋକ ବୁଝି ପାରନ୍ତି। ଭଲ ପାଆନ୍ତି ଅନେକ କିନ୍ତୁ ବୁଝନ୍ତି କମ୍। ପ୍ରେମ ପାଇଁ କିଏ କେତେ ବାଟ ଯାଇପାରେ। କିଏ କଣ ନିଜର ମୃତ ପ୍ରେମିକାଙ୍କୁ ବିବାହ କରିପାରେ। କିନ୍ତୁ ଏପରି ଘଟଣା ଘଟିଛି ଆସାମରେ, ଯାହା ହୁଏତ ଆପଣଙ୍କ ଛାତି ଥରାଇ ଦବ। ଦୁନିଆରେ…