ଭୂମି ଉପରେ କେବେ ବସି ନ ଥାଏ ‘କୋଇଲି’, ଏହି ରାଜ୍ୟର ହୋଇଥାଏ ରାଜକୀୟ ପକ୍ଷୀ, ଜାଣନ୍ତୁ ଏହାସହ ଜଡ଼ିତ ଆଉ କିଛି ରୋଚକ…
କୋଇଲିର ସ୍ୱର ବହୁତ ମଧୁର ହୋଇଥାଏ। ଏହା ଉପରେ ବଲିଉଡ୍ରେ ‘କୋୟଲ ସି ତେରୀ ବୋଲି’ ଗୀତ ମଧ୍ୟ କମ୍ପୋଜ୍ କରାଯାଇଛି। କୋଇଲି ନିଜ ମଧୁର ସ୍ୱର ପାଇଁ ଜଣାଯାଇଥାଏ। କିନ୍ତୁ ଏହାସହିତ ବି ଆଉ କିଛି ସ୍ୱତନ୍ତ୍ରତା ରହିଛି, ଯାହାକି ଏହି ପକ୍ଷୀକୁ ସ୍ୱତନ୍ତ୍ର କରିଥାଏ। ଆଜି ଆମେ ଆପଣଙ୍କୁ କୋଇଲି ସହ…