Browsing Tag

special story

ଆଜିଠାରୁ ଆରମ୍ଭ ହେଲା ବୈଶାଖ ମାସ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନୂଆ ବର୍ଷ ଚୈତ୍ର ମାସରୁ ଆରମ୍ଭ ହୋଇଥାଏ । ଚୈତ୍ର ପୂର୍ଣ୍ଣିମା ଗଲାପରେ ଏହି ମାସ ଶେଷ ହୋଇଛି । ଏଥି ସହିତ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବୈଶାଖ ମାସର ଆଜିଠାରୁ ଆରମ୍ଭ ହୋଇଛି । ଏହି ମାସ ମାଧବ ନାମରେ ମଧ୍ୟ ଜଣାଶୁଣା । ଏହି ମାସରେ ଭଗବାନ ବିଷ୍ଣୁଙ୍କ…

ସମୁଦ୍ରର ରଙ୍ଗ ନୀଳ କାହିଁକି ଯେତେବେଳେ କି ପାଣି ରଙ୍ଗହୀନ? ଜାଣନ୍ତୁ ଏହା ପଛର ରହସ୍ୟ

ଆମ ଚାରିପାଖରେ ଥିବା ଦୁନିଆରେ ଆମେ ଏପରି ଅନେକ ଜିନିଷ ଦେଖୁ, ଯାହା ଆମ ନଜର ଏପରି ଭାବରେ ଗ୍ରହଣ କରିଦେଇଛି ଯେ ଆମେ ଜାଣିବାକୁ ହିଁ ଚାହିଁନଥାଉ ଏପରି କାହିଁକି ହୁଏ? ଉଦାହରଣ ସ୍ୱରୂପ ସୂର୍ଯ୍ୟ କିରଣ କାହିଁକି ଧଳା, ଆକାଶ ନୀଳ କାହିଁକି ଗଛ ଏବଂ ଉଦ୍ଭିଦ ସବୁଜ କାହିଁକି ଏପରି ଅନେକ ପ୍ରଶ୍ନ…

ଭାରତରେ ମିଳିଲା ବାସୁକୀ ନାଗର ଜୀବାଶ୍ମ, ୫୦ ଫୁଟର ଥିଲା ଶରୀର

ଭାରତର ବୈଜ୍ଞାନିକମାନେ ଏମିତି ଏକ ଜୀବାଶ୍ମ ଆବିଷ୍କାର କରିଛନ୍ତି ଯେ ଏହା ସମସ୍ତ ପୃଥିବୀ ବାସୀଙ୍କୁ ଚକିତ କରିଛି । ଦୀର୍ଘ ୫ କୋଟି ବର୍ଷ ପୂର୍ବେ ଭାରତରେ ଏମିତି ଏକ ବିଶାଳକାୟ ନାଗ ବୁଲୁଥିଲା ଯେ ଏହା ଆନାକୋଣ୍ଡା ଏବଂ ଅଜଗରକୁ ମଧ୍ୟ ପଛରେ ପକାଇଥିଲା । ତେବେ ବୈଜ୍ଞାନିକମାନେ ଏହି ସାପର ନାଁ…

ଫ୍ଲାଏ ଓଭର ଏବଂ ବ୍ରିଜ ମଧ୍ୟରେ ପାର୍ଥକ୍ୟ କ’ଣ ଆପଣ ଜାଣନ୍ତି କି?

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ପାଇଁ ପ୍ରତ୍ୟେକ ସହରରେ ରାସ୍ତା ରହିଥାଏ । କିନ୍ତୁ ଯେତେବେଳେ ସହର ପାଇଁ ରାସ୍ତା ପର୍ଯ୍ୟାପ୍ତ ହୋଇନଥାଏ ଅର୍ଥାତ ରାସ୍ତା ଅତ୍ୟଧିକ ଗହଳି ହୁଏ ସେତେବେଳେ ଫ୍ଲାଏଓଭର ନିର୍ମାଣ ହୋଇଥାଏ । ଆପଣ ନିଶ୍ଚିତ ଭାବରେ ସହରଗୁଡିକରେ ଅନେକ ଫ୍ଲାଏଓଭର…

କାହିଁକି ଗୋଲ ହୋଇଥାଏ ରୁଟି? ଜାଣନ୍ତୁ ଏହା ପଛର ରହସ୍ୟ

ଭାରତର ଅନେକ ଲୋକଙ୍କ ପାଇଁ ରୁଟି ଏକ ନିତିଦିନିଆ ଖାଦ୍ୟ । ଏହା ବିନା ଜୀବନ ଅସମ୍ପୂର୍ଣ୍ଣ ମନେହୁଏ । ଗୋଲ ରୁଟି ତିଆରି କରିବା ଗୋଟିଏ ଝିଅ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ସେ ରୋଷେଇ ଘରେ ପାଦ ଦେବା ମାତ୍ରେ ସେ କିପରି ଗୋଲ ରୁଟି ତିଆରି କରିବ ତାହା ଶିଖାଯାଇଥାଏ । କିନ୍ତୁ ଆପଣ କେବେ…

କିଏ ତିଆରି କରିଥିଲେ ପ୍ରଥମ ଇଲେକ୍ଟ୍ରିକ ଫ୍ୟାନ? ଭାରତକୁ କିପରି ଆସିଲା

ଖରାଦିନ ଆସିବା ମାତ୍ରେ ହିଁ ପ୍ରତ୍ୟେକ ଲୋକ ଘରେ ଫ୍ୟାନ ଲଗାଇବା ଆରମ୍ଭ କରନ୍ତି । ଆଜିକାଲି ଏମିତି କେହି ବି ନଥିବେ ଯାହା ଘରେ ଫ୍ୟାନ ନାହିଁ । କିନ୍ତୁ କ'ଣ ଆପଣ କେବେ ଚିନ୍ତା କରିଛନ୍ତି କି ଆମକୁ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନ କିଏ ସୃଷ୍ଟି କରିଛି ଏବଂ ଏହା ଭାରତକୁ କିପରି ଆସିଲା?…

କିଛି ଇୟରଫୋନରେ ଥାଏ ଏକ୍ସଟ୍ରା ହୋଲ୍, ଜାଣନ୍ତୁ କ’ଣ ହୋଇଥାଏ ଏହାର କାମ

ସ୍ମାର୍ଟଫୋନର ଏହି ଯୁଗରେ, ଅଧିକାଂଶ ଲୋକ ଗୀତ ଶୁଣିବା ଏବଂ ଫିଲ୍ମ ଦେଖିବା ପାଇଁ ଇୟରଫୋନ୍ ବ୍ୟବହାର କରନ୍ତି । ଟେକ୍ନୋଲୋଜି ସହିତ ଇୟରଫୋନ୍ ବର୍ତ୍ତମାନ ବଜାରରେ ବ୍ଲୁଟୁଥ୍ ଇୟରଫୋନ୍, ଇୟରବଡ୍ ଭଳି ଅନେକ ରୂପରେ ଆସିଛି । ଅଧିକାଂଶ ଲୋକ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଏସବୁର ଆକାରରେ କୌଣସି…

କାହିଁକି ପର୍ବତ ଉପରେ ହିଁ ରହିଥାଏ ପ୍ରାୟତଃ ଦେବୀ ମା’ଙ୍କ ମନ୍ଦିର? ଜାଣନ୍ତୁ ଏହା ପଛର ରହସ୍ୟ

ଭାରତରେ ଅଧିକାଂଶ ହିନ୍ଦୁ ଦେବୀଙ୍କ ମନ୍ଦିର ପର୍ବତ ଉପରେ ନିର୍ମିତ । ଯଦି ଆପଣ ଧ୍ୟାନ ଦେଇଥିବେ, ଭାରତର ଦେବୀମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ମନ୍ଦିର ପର୍ବତ ଉପରେ ହିଁ ରହିଛି । ଜମ୍ମୁରେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ହେଉ କିମ୍ବା ଗୌହାଟୀରେ ମା କାମାକ୍ଷାଙ୍କ ମନ୍ଦିର…

ରାମ ନବମୀ ଦିନଟି ହୋଇଥାଏ ଅତ୍ୟନ୍ତ ସ୍ୱତନ୍ତ୍ର, ଜାଣନ୍ତୁ ଏହା ସହ ଜଡିତ କିଛି ରୋଚକ ତଥ୍ୟ

ଚଳିତ ବର୍ଷ ୧୭ ଏପ୍ରିଲ ବୁଧବାର ଦିନ ରାମ ନବମୀ ପାଳନ କରାଯିବ । ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ଏବଂ ଏହି ଦିନ ପୂଜା ପାଇଁ ଥିବା ଶୁଭ ସମୟ ବିଷୟରେ । ରାମ ନବମୀ ଦିନଟି ଏକ ବିଶେଷ ଦିନ । ରାମ ନବମୀ ପର୍ବ ଚୈତ୍ର ମାସର ଶୁକ୍ଲ ପକ୍ଷର…

ବର୍ଷକୁ ୧୦ ଦିନ ମିଳିବ ‘Unhappy leave’, ଜାଣନ୍ତୁ କେଉଁ କମ୍ପାନୀ ଆରମ୍ଭ କରିଛି ଏହି ଛୁଟି

ଚାକିରି କରୁଥିବା ପ୍ରତ୍ୟେକ ଲୋକ ନିଜ ଜୀବନରେ ଅନେକ ସମସ୍ୟାକୁ ନେଇ କାମ କରୁଛନ୍ତି । ଲାଇଫରେ ଯେକୌଣସି ସମସ୍ୟା ଥାଉ ନା କାହିଁକି ଯଦି ଆପଣ ଚାକିରି କରୁଛନ୍ତି ତେବେ ସବୁ ସମସ୍ୟାକୁ ଭୁଲି ଯାଇ ଆପଣ କାମ ପ୍ରତି ଧ୍ୟାନ ଦେଇଥାନ୍ତି । ଆପଣଙ୍କ ମନ ଲାଗୁ କି ନ ଲାଗୁ ଆପଣ ଅଫିସରେ କାମ କରିବାକୁ…

କ’ଣ CBIକୁ ସୂଚନା ଦେଉଥିବା ଲୋକଙ୍କୁ ଟଙ୍କା ମିଳିଥାଏ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ଭାରତରେ ଅନେକ ଅନୁସନ୍ଧାନକାରୀ ଏଜେନ୍ସି ଅଛନ୍ତି । ଯେଉଁଥିରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅର୍ଥାତ ସିବିଆଇ(CBI)କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ତେବେ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେଉଁମାନେ ସିବିଆଇ(CBI)କୁ ସୂଚନା ଦେଉଛନ୍ତି ସେମାନଙ୍କୁ ସିବିଆଇ ପୁରସ୍କାର ପ୍ରଦାନ କରେ…

ସତରେ ଥାଏ କି ଟାଇମ୍‌ ଟ୍ରାଭେଲ୍‌ ? ଅନେକ ରହସ୍ୟମୟୀ ଘଟଣାରେ ମିଳିଛି ପ୍ରମାଣ

ଟାଇମ୍‌ ଟ୍ରାଭେଲକୁ ନେଇ ଅନେକ ଦାବି କରାଯାଇଛି । କିନ୍ତୁ ଏପରି କିଛି ପ୍ରକୃତରେ ଘଟିଛି କି ନାହିଁ ତାହା ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଅନେକ ଲୋକଙ୍କ ଦ୍ୱାରା ଦାବି କରାଯାଇଛି ଟାଇମ୍‌ ଟ୍ରାଭେଲ୍‌ ଭଳି ଜିନିଷ ସତରେ ହୋଇଛି । ତେବେ ଆସନ୍ତୁ ଏହି ଘଟଣା ବିଷୟରେ ଜାଣିବା । ପ୍ରଥମ ଘଟଣା…