Browsing Tag

special story

ସତରେ ଥାଏ କି ଟାଇମ୍‌ ଟ୍ରାଭେଲ୍‌ ? ଅନେକ ରହସ୍ୟମୟୀ ଘଟଣାରେ ମିଳିଛି ପ୍ରମାଣ

ଟାଇମ୍‌ ଟ୍ରାଭେଲକୁ ନେଇ ଅନେକ ଦାବି କରାଯାଇଛି । କିନ୍ତୁ ଏପରି କିଛି ପ୍ରକୃତରେ ଘଟିଛି କି ନାହିଁ ତାହା ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଅନେକ ଲୋକଙ୍କ ଦ୍ୱାରା ଦାବି କରାଯାଇଛି ଟାଇମ୍‌ ଟ୍ରାଭେଲ୍‌ ଭଳି ଜିନିଷ ସତରେ ହୋଇଛି । ତେବେ ଆସନ୍ତୁ ଏହି ଘଟଣା ବିଷୟରେ ଜାଣିବା । ପ୍ରଥମ ଘଟଣା…

ନବରାତ୍ରିରେ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ୪ଟି ଫୁଲ, ପୂରଣ ହେବ ସମସ୍ତ ମନୋସ୍କାମନା

ଚୈତ୍ର ନବରାତ୍ରୀର ସମୟ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ବୋଲି ଧାର୍ମିକ ବିଶ୍ୱାସ ରହିଛି । ଚୈତ୍ର ନବରାତ୍ରି ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ୧୭ ଏପ୍ରିଲ ରାମନବମୀ ତିଥିରେ ସମାପ୍ତ ହେବ । ନବରାତ୍ରିର ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ । ଏହି ସମୟରେ, ଦୁର୍ଗା ମା'ଙ୍କ ସେବା…

କାହିଁକି ରାସ୍ତା କଡରେ ଥିବା ଗଛଗୁଡିକୁ ଧଳା ରଙ୍ଗ ଦିଆଯାଏ, ଏହା ପଛରେ କ’ଣ ରହିଛି ବିଜ୍ଞାନ ?

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ ଜିନିଷ ଦେଖୁ, ଯାହା ପଛର କାରଣ ଆମେ ଜାଣିନଥାଉ । ସେଗୁଡିକୁ ଦେଖିବା ଆମ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥାଏ । ଏପରି ଏକ ଜିନିଷ ଯାହାକୁ ଆମେ ପ୍ରାୟତଃ ଦେଖୁ ତାହା ହେଉଛି ରାସ୍ତା କଡ଼ରେ ଲାଗିଥିବା ଗଛଗୁଡିକ ଉପରେ ଧଳା ରଙ୍ଗ । ଆପଣ ନିଶ୍ଚିତ ଭାବରେ…

ଭାରତର ଏହି ସ୍ଥାନରେ ଡ୍ରାଏ ଫ୍ରୁଟ୍ସ ସବୁଠାରୁ ଶସ୍ତା, ମୂଲ୍ୟ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରାଏ ଫ୍ରୁଟ୍ସ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ । ଯଦି କୌଣସି ଲୋକ ଦୁର୍ବଳ ଥାଏ କିମ୍ବା ଆଖି ଦୃଷ୍ଟିଶକ୍ତିରେ ଉନ୍ନତି ଆଣିବାକୁ କିମ୍ବା ସ୍ମୃତିକୁ ତୀକ୍ଷ୍ଣ କରିବାକୁ ଚାହୁଁଥାଏ, ତେବେ ଡ୍ରାଏ ଫ୍ରୁଟ୍ସଗୁଡ଼ିକ ଏହି ସବୁ ଜିନିଷରେ ବହୁତ ଲାଭଦାୟକ ହୋଇଥାଏ ।…

ଗୁପଚୁପ୍ ପ୍ରଥମେ ଭାରତକୁ କିପରି ଆସିଲା, କେଉଁ ରାଜ୍ୟରେ ଏହା ପ୍ରଥମେ ପରିଚିତ ହୋଇଥିଲା?

ଗୁପଚୁପ୍ ନାଁ ଶୁଣିଲେ ହିଁ ମୁହଁରେ ପାଣି ଆସିଯାଏ । ସେ ଛୋଟ ହୁଅନ୍ତୁ ଅବା ବଡ଼ । ଗୁପଚୁପ୍ ଏକ ଏଭଳି ଖାଦ୍ୟ ଯାହା ସମସ୍ତଙ୍କ ପସନ୍ଦ । ଗୁପଚୁପ୍, ଗୋଲଗପ୍ପା, ପାନି ପୁରୀ କିମ୍ବା ପୁଚକା... ନାମଗୁଡିକ ଅଲଗା ଅଲଗା କିନ୍ତୁ ଯେତେବେଳେ ଏହି ସବୁର ନାମ ନିଆଯାଏ ଏକ ଚଟପଟା ସ୍ୱାଦିଷ୍ଟ ଖାଦ୍ୟ…

ଏକ ଦେଶ ଯେଉଁଠାରେ ୫୦୦ ବର୍ଷ ପରେ ସମସ୍ତଙ୍କର ଶେଷନାମ ସମାନ ହେବ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମ ଦେଶରେ ବିଭିନ୍ନ ଜାତି ଏବଂ ଧର୍ମର ଲୋକ ବାସ କରନ୍ତି । ସେଥିପାଇଁ ଏଠାରେ ଅନେକ ପ୍ରକାରର ଶେଷ ନାମ ମଧ୍ୟ ଅଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ଆସନ୍ତା ୫୦୦ ବର୍ଷ ମଧ୍ୟରେ ସମସ୍ତ ଲୋକଙ୍କ ଶେଷ ନାମ ସମାନ ହେବ । ଆପଣ ଏପରି ଏକ ଦେଶ ବିଷୟରେ…

ଏଠାରେ ବାଘମାନେ ରଖନ୍ତି ବ୍ରତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ଲୋକମାନେ ସୁଖ ସମୃଦ୍ଧି ପାଇଁ ବ୍ରତ ରଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବ୍ରତକୁ ନେଇ ଏକ ନୂଆ ତଥ୍ୟ ଜଣାଇବାକୁ ଯାଉଛୁ । ମଣିଷ ବ୍ରତ ରଖିବା ସାଧାରଣ କଥା କିନ୍ତୁ ବାଘ ବ୍ରତ ରଖିବା କଥା ଆପଣ ହୁଏତ କେବେ ଶୁଣି ନଥିବେ । ତେବେ ଦୁନିଆରେ ଏପରି ଏକ ନନ୍ଦନକାନନ ଅଛି ଯେଉଁଠାରେ…

ପ୍ରତ୍ୟେକ ଦିନ ୩୦ କିଲୋମିଟର ଯାତ୍ରା କରୁଛି ଏହି କୁକୁର, ଅଦ୍ଭୁତ କାରନାମା ପାଇଁ ଜିତୁଛି ଲୋକଙ୍କ ହୃଦୟ

ଆପଣ ନିଶ୍ଚିତ ଭାବରେ କୁକୁର ଓ ବିଲେଇମାନଙ୍କୁ ସେମାନଙ୍କ ମାଲିକମାନଙ୍କ ସହିତ କାରରେ ବୁଲୁଥିବାର ଦେଖିଥିବେ । କିନ୍ତୁ ଆପଣମାନେ କେବେ କୁକୁରକୁ ବିନା ମାଲିକରେ ବସ୍‌ କି ଟ୍ରେନରେ ଯାତ୍ରା କରୁଥିବାର ଦେଖିଛନ୍ତି କି? ଆପଣ ଭାବୁଥିବେ ଏହା ଅସମ୍ଭବ । ବିନା ମାଲିକରେ ଘରୋଇ କୁକୁରମାନେ କୌଣସି…

ଭାରତର ଏହି ରାଜ୍ୟକୁ କୁହାଯାଏ ଚିନି ପାତ୍ର, ଜାଣନ୍ତୁ କାହିଁକି

ଭାରତରେ ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି । ଯେଉଁଥିରୁ ପ୍ରତ୍ୟେକ ରାଜ୍ୟର ଭିନ୍ନ ପରିଚୟ ଅଛି, କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି କେଉଁ ରାଜ୍ୟକୁ ଭାରତର ଚିନି ପାତ୍ର କୁହାଯାଏ । ଭାରତର ପ୍ରତ୍ୟେକ ରାଜ୍ୟର ଭିନ୍ନ ସ୍ୱତନ୍ତ୍ରତା ରହିଛି । ଯେଉଁଥିପାଇଁ ରାଜ୍ୟଗୁଡିକ ଜାତୀୟ…

ଟ୍ରକ ପଛରେ କାହିଁକି ଲେଖାଯାଇଥାଏ ‘Horn OK Please’, ଏହାର ଅର୍ଥ ଜାଣିଛନ୍ତି କି?

ଆମେ ରାସ୍ତାରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାରର ଯାନବାହନ ଦେଖିଥାଉ । ତେବେ ଏହି ଯାନ ଗୁଡିକରେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଷ୍ଟିକର କିମ୍ବା କିଛି ଲେଖା ଥିବାର ଦେଖିଥିବେ । କାରଗୁଡିକରେ ପିଲାମାନଙ୍କର ନାମ କିମ୍ବା ଭଗବାନଙ୍କ ସମ୍ବନ୍ଧୀୟ କୌଣସି ସ୍ଲୋଗାନ ଥିବାବେଳେ…

ସୃଷ୍ଟି ହେବ କି ଆଉ ଏକ ନୂଆ ମହାସାଗର ? ବୈଜ୍ଞାନିକଙ୍କ ଅଦ୍ଭୁତ ଦାବି

ସମୁଦ୍ର ସହ ମଣିଷର ଏକ ଭିନ୍ନ ସମ୍ପର୍କ ରହିଛି । କାରଣ ଏହି ସମୁଦ୍ରରୁ ହିଁ ସୃଷ୍ଟିର ଆରମ୍ଭ ହୋଇଥିଲା । ଏକକୋଷୀୟ ଜୀବ ସମୁଦ୍ରରୁ ହିଁ ଜନ୍ମଗ୍ରହଣ କରିଥିଲେ । ଏହା ପରେ ପରେ ଜୀବ ଜଗତ ସୃଷ୍ଟି ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଣିଷ ଚନ୍ଦ୍ର ବିଷୟରେ ଯେତେ ଅଧିକ ଜାଣିଛି ତାହା…

ରାତିରେ କାହିଁକି କାନ୍ଦନ୍ତି କୁକୁର? ଜାଣନ୍ତୁ ଏହାର ପ୍ରକୃତ କାରଣ

ଜ୍ୟୋତିଷ ଶାସ୍ତ୍ର ଅନୁଯା୍ୟୀ କୁକୁର ଅଧିକ ସେତେବେଳେ କାନ୍ଦିଥାନ୍ତି ବା ଭୋକିଥାନ୍ତି ଯେତେବେଳେ ତାଙ୍କ ପାଖ ଆଖରେ କୌଣସି ଆତ୍ମା ରହିଥାନ୍ତି ଏହି କଥା ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ । ଏପରି ବି କୁହାଯାଇଥାଏ କି, କୁକୁରମାନେ ଆତ୍ମକୁ ଦେଖିପାରନ୍ତି । ଏହି କାରଣରୁ ସେମାନେ ରାତିରେ…