Browsing Tag

special story

ଜାଣନ୍ତୁ ବାବା କେଦାରନାଥଙ୍କ ମହିମା: କେମିତି ଯିବେ କେଦାରନାଥ ଓ କେମିତି ଦର୍ଶନ କରିବେ

ପୃଥିବୀର ସ୍ବର୍ଗ କେଉଁଠି, ଆପଣ ଜାଣିଛନ୍ତି କି ଦର୍ଶକ ବନ୍ଧୁ ? ଆମେ ଆଜି ସେଇ ସ୍ବର୍ଗ ବିଷୟରେ ଆପଣଙ୍କୁ କହିବୁ। ଆଉ ସେହି ସ୍ବର୍ଗ ହେଉଛି କେଦାରନାଥ। ଯେଉଁଠି ବାସ କରୁଛନ୍ତି ସ୍ଵୟଂ ପ୍ରଭୁ ଶିବ ଶଙ୍କର। ଉତ୍ତରାଖଣ୍ଡ ହିମାଳୟର ପାଦ ଦେଶରେ ଅବସ୍ଥିତ ପ୍ରଭୁଙ୍କର ଏହି ମନ୍ଦିର। ସାରା ବିଶ୍ବରେ…

ସଂସ୍କାରୀ ବୋହୂ ହୋଇ ଥାଆନ୍ତି ଏହି ରାଶିର ଝିଅ, ଯାଉ ଯାଉ ଶାଶୁଘରକୁ କରି ଦିଅନ୍ତି ସ୍ୱର୍ଗପୁର…ଜାଣନ୍ତୁ କେଉଁମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆମ ଜୀବନରେ ରାଶିଗୁଡ଼ିକର ଖାସ୍‌ ମହତ୍ତ୍ୱ ରହିଛି। କାହିଁକି ନା, ଏହି ୧୨ଟି ରାଶି କୌଣସି ନା କୌଣସି ରୂପରେ ଆମ ଜୀବନକୁ ପ୍ରଭାବିତ କରି ଥାଆନ୍ତି। ପ୍ରତ୍ୟେକ ରାଶିର ଲୋକଙ୍କଠାରେ କିଛି ନା କିଛି ଭିନ୍ନ ବିଶେଷତ୍ତ୍ୱ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ…

ଦିନେ ବ୍ୟାସ ଋଷି ଏଠି କରୁଥିଲେ ଧ୍ୟାନ, ଆଜି ପାଲଟିଛି ପର୍ଯ୍ୟଟନ କ୍ଷେତ୍ର

ବ୍ୟାସ କୁଣ୍ଡର ଉତ୍ପତ୍ତି ବ୍ୟାସ ନଦୀରୁ ହୋଇଛି ବୋଲି ବିଶ୍ୱାସ କରାଯାଏ। ବ୍ୟାସ ନଦୀ ମନାଲିର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ। ବ୍ୟାସ କୁଣ୍ଡ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର, କାରଣ ଏହାର ଆଧ୍ୟାତ୍ମିକ ଦିଗ ମଧ୍ୟ ରହିଛି। କୁହାଯାଏ ଏଠାରେ ସ୍ନାନ କରିବା ଦ୍ୱାରା ଚର୍ମ ରୋଗ ଭଲ…

ଭଲ ସମୟ ଆସିବା ପୂର୍ବରୁ ପ୍ରକୃତିରୁ ମିଳିଥାଏ ଏହି ୮ ଶୁଭ ସଙ୍କେତ, ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ…

କୁହାଯାଏ, ଜୀବନରେ ଯେତେବେଳେ ବି ଭଲ କିମ୍ବା ଖରାପ ସମୟ ଆସିବାର ଥାଏ, ତ ପ୍ରକୃତି ଆମକୁ ନିଶ୍ଚୟ ସଙ୍କେତ ଦେଇଥାଏ। କିନ୍ତୁ କେବେ କେବେ ଏହି ସଙ୍କେତଗୁଡ଼ିକୁ ଆମେ ବୁଝିପାରି ନ ଥାଉ। କାହିଁକି ନା, ଏହି ଜିନିଷଗୁଡ଼ିକ ବିଷୟରେ ଆମ ପାଖରେ ସେତେ ସୂଚନା ନ ଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏଭଳି…

ଚତୁର୍ମାସରେ ନିଦ୍ରା ଯିବେ ଭଗବାନ ବିଷ୍ଣୁ; ଏହା ପୂର୍ବରୁ ଜାଣି ରଖନ୍ତୁ କେଉଁ ୮ଟି କାମ କରିବେ ନାହିଁ

ଚଳିତ ବର୍ଷ ଜୁଲାଇ ୧୦ ରବିବାରଠାରୁ ଚତୁର୍ମାସ ଆରମ୍ଭ ହେଉଛି। ଏହି ଦିନ ଦେବଶୟନୀ ଏକାଦଶୀ ମଧ୍ୟ ପଡ଼ୁଛି। ଦେବଶୟନୀ ଏକାଦଶୀ ଦିନଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ ଏବଂ ସେ ୪ ମାସ ପର୍ଯ୍ୟନ୍ତ ଏହି ଯୋଗରେ ହିଁ ରହିବେ। ଭଗବାନ ବିଷ୍ଣୁ ଶୋଇଥିବା କାରଣରୁ ଏହି ୪ ମାସ କାଳ କୌଣସି ବି…

ଚାଉଳ, କ୍ଷୀର, ଲୁଣ ଓ ଚିନି ସହିତ ଏହି ୫ ଟି ଜିନିଷ ସାବଧାନତାର ସହିତ ରଖନ୍ତୁ, ହାତରୁ ପଡ଼ିଲେ ଏହା ଅଶୁଭ ସଂକେତ

ବେଳେବେଳେ ଘରେ କାମ କରିବା ସମୟରେ ପ୍ରାୟ ଅନେକଙ୍କ ହାତରୁ ଚିନି, ଲୁଣ ଓ ଚାଉଳ ଢାଳିଯାଏ। କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏପରି ହେବା ଅଶୁଭ ଫଳ ଦେଇଥାଏ ଓ କିଛି ଅଶୁଭ ହେବାର ସଂକେତ ଦେଇଥାଏ। ଯାହାକୁ କିଛି ଲୋକେ ଅଣଦେଖା କରନ୍ତି। ତେଣୁ ଏହି ବିଷୟରେ ଆପଣଙ୍କୁ ଜାଣିବା ଉଚିତ୍। ତେବେ…

IAS Interview Questions: ଏମିତି କେଉଁ ଜିନିଷ ଅଛି, ଯାହା କଟିଯିବା ପରେ ଉତ୍ସବ ପାଳନ କରାଯାଇଥାଏ? ଜାଣନ୍ତୁ UPSC…

କ’ଣ ଆପଣ ଜାଣିଛନ୍ତି କି, UPSC ସିଭିଲ ସର୍ଭିସ ସାକ୍ଷାତକାରରେ କେଉଁ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ? ପ୍ରାୟତଃ ଲୋକେ ଭାବି ଥାଆନ୍ତି ଯେ ଏହା ସାଧାରଣ ସାକ୍ଷାତକାର ପରି ହୋଇଥିବ, କିନ୍ତୁ ବାସ୍ତବରେ ତାହା ସେମିତି ହୋଇ ନ ଥାଏ। UPSC ସାକ୍ଷାତକାରରେ ଆଶାୟୀମାନଙ୍କୁ ଦେଶ ଏବଂ ବିଶ୍ୱ ବିଷୟରେ…

ଜୀବନର ସମସ୍ତ ପାପ କ୍ଷୟ କରିଥାଏ ‘ନିର୍ଜଳା ଏକାଦଶୀ ବ୍ରତ’; ଜାଣି ରଖନ୍ତୁ କେଉଁ ସବୁ ନିୟମ ମାନି ଚଳିବେ…

ଚଳିତ ବର୍ଷ ନିର୍ଜଳା ଏକାଦଶୀ ବ୍ରତ ଜୁନ୍‌ ୧୦ ଅର୍ଥାତ୍‌ ଆସନ୍ତାକାଲି ପାଳନ କରାଯିବ। ଏହି ବ୍ରତ କରିବା ଦ୍ୱାରା ବର୍ଷର ସମସ୍ତ ୨୪ ଏକାଦଶୀ ବ୍ରତ ବରାବର ଫଳ ମିଳିଥାଏ। ବାସ୍ତବରେ, ଏହା କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ, ତଥାପି ଲୋକେ ନିର୍ଜଳା ଏକାଦଶୀ ବ୍ରତ ବହୁତ ଶ୍ରଦ୍ଧାର ସହିତ ରଖି…

୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଣେ ବ୍ୟକ୍ତି ମଣିଷରୁ ହୋଇଗଲେ ‘କୁକୁର’, ଚିହ୍ନିବା ଅସମ୍ଭବ

ଦୁନିଆରେ ଲୋକଙ୍କର ଅଜବ ସଉକ୍ ରହିଛି। ନିଜକୁ ସମୟ ସହିତ ବଦଳାଇବା ପାଇଁ ଚାହୁଁଛନ୍ତି ମଣିଷ। ହେଲେ କିଛି ମଣିଷ ଏମିତି ଅଛନ୍ତି, ଯିଏ କି ନିଜକୁ ବଡ଼ ଅଜବ ଭାବେ ପରିବର୍ତ୍ତନ କରିବାକୁ ଚାହାଁନ୍ତି। ଯେମିତି କି ଆପଣ ଦେଖିଥିବେ କେତେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ନିଜକୁ ବଦଳାଇ ଥାଆନ୍ତି।…

ପୋଷା କୁକୁର ପାଇଁ ମାଲିକ ତିଆରି କଲେ ୫୩ ଲକ୍ଷ ଟଙ୍କାର ବଙ୍ଗଳା, ସୁଇମିଂ ପୁଲ୍ ଏବଂ ଡିସ୍କୋ

ଅନେକ ଲୋକ ଅଛନ୍ତି, ଯେଉଁମାନେ ପୋଷା ଜୀବ ରଖିବାକୁ ଖୁବ୍ ପସନ୍ଦ କରନ୍ତି। ତାଙ୍କ ପାଇଁ ତାଙ୍କ ମଧ୍ୟ ଖର୍ଚ୍ଚ କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଲିକଙ୍କ କଥା କହିବାକୁ ଯାଉଛୁ, ଯିଏ କି ନିଜ ପୋଷା କୁକୁର ପାଇଁ ପ୍ରାୟ ୫୩ ଲକ୍ଷ ଟଙ୍କାରେ ତିଆରି କରିଛନ୍ତି ବଙ୍ଗଳା, ସୁଇମିଂ…

୧୦ ବର୍ଷର ବାଳିକା ସବମିଟ୍ କଲେ ଏଭରେଷ୍ଟ ବେସ୍ କ୍ୟାମ୍ପ

ମୁମ୍ବାଇର ଜଣେ ୧୦ ବର୍ଷିୟ ବାଳିକା ପ୍ରାୟ ୫ ହଜାର ୩୬୪ ମିଟରରେ ଅବସ୍ଥିତ ଏଭରେଷ୍ଟ ବେସ୍ କ୍ୟାମ୍ପ ସବମିଟ୍ କରିଛନ୍ତି। ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ, ଯିଏ କି ହିମାଳୟ ବେସ୍ କ୍ୟାମ୍ପ ପହଂଚିଛନ୍ତି। ରିଦିମ ମମାନିଆ ନାମକ ଏହି ଯୁବ ସ୍କେଟର ତଥା ପର୍ବତାରୋହୀ ତାଙ୍କ ପିତାମାତା ହର୍ଷଲ…

ଭାରତର ଏପରି ଏକ ସହର ଯେଉଁଠାରେ ମଣିଷଙ୍କ ସହ ଖୁସିରେ ରୁହନ୍ତି ୧୦୦ ରୁ ଅଧିକ ଚିତାବାଘ, ଏହା ବି ଏକ ଅତୁଟ ବନ୍ଧନ

ଆପଣ ମଣିଷ ଓ ପଶୁ ଭିତରେ ଥିବା ବନ୍ଧନର ଅନେକ କାହାଣୀ ଶୁଣିଥିବେ। ଯାହା କେବେ ଆଖିରେ ନ ଦେଖିବା ଯାଏଁ ବିଶ୍ଵାସ ହୁଏ ନାହିଁ। ଗୃହପାଳିତ ପଶୁଙ୍କ ମଧ୍ୟରୁ ଅନେକ ଲୋକ କୁକୁର, ବିଲେଇ ଓ ପାରା ରଖିବାକୁ ପସନ୍ଦ କରନ୍ତି। କିନ୍ତୁ କିଏ କ'ଣ କେବେ ଚିତା ବାଘ ପରି ହିଂସ୍ର ଜନ୍ତୁକୁ ରଖି ପାରେ କି ?…