Browsing Tag

special story

ଧୂମପାନ ଅଭ୍ୟାସ ଛଡ଼ାଇବା ପାଇଁ ରାମବାଣ ଏହି ଜିନିଷ, ରିସର୍ଚ୍ଚରେ ହେଲା ଖୁଲାସା

ଆମେ ସମସ୍ତେ ଜାଣୁ ସ୍ୱାସ୍ଥ୍ୟ ପାଇଁ ଧୂମପାନ କେତେ ଖରାପ, ତଥାପି ଏହାର ନିଶା ତ୍ୟାଗ କରିବା ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ତେବେ ନିକଟରେ ଧୂମପାନ ତ୍ୟାଗ ପାଇଁ ଏକ ଏଭଳି ଉପାୟ ସାମ୍ନାକୁ ଆସିଛି ଯାହା ଧୂମପାନ ଅଭ୍ୟାସ ଛଡାଇବା ପାଇଁ ରାମବାଣ ସଦୃଶ । ତେବେ ଆସନ୍ତୁ ଜାଣିବା ଏହା…

ପୃଥିବୀକୁ କେଉଁଠାରୁ ଆସିଲା ପାଣି? ଆଜି ପର୍ଯ୍ୟନ୍ତ ଏକ ରହସ୍ୟର ବିଷୟ

ପୃଥିବୀ ପୃଷ୍ଠରେ ପ୍ରାୟ ୭୦% ଜଳ ଅଛି, କିନ୍ତୁ ପୃଥିବୀକୁ ଏତେ ପାଣି କେଉଁଠୁ ଆସିଲା? ପୃଥିବୀରେ ପାଣି କେଉଁଠୁ ଆସିଲା ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ବୈଜ୍ଞାନିକମାନଙ୍କ ସାମ୍ନାରେ ରହିଆସିଛି । ପୃଥିବୀ ପୃଷ୍ଠର ୭୧ ପ୍ରତିଶତ ଜଳ ସହିତ ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ଉତ୍ପତ୍ତି ଆଜି…

କେବେ ଲେଖା ଯାଇଥିଲା ଦୁନିଆର ପ୍ରଥମ ଚିଠି, ଜାଣନ୍ତୁ ଏହାର ଇତିହାସ

ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ, ଚିଠିର ଧାରା ପ୍ରାୟ ଅବହେଳିତ ହୋଇପଡିଛି, ଯଦିଓ ପୂର୍ବ ସମୟରେ ଲୋକମାନେ କେବଳ ଚିଠି ମାଧ୍ୟମରେ ହିଁ ପରସ୍ପରର ଅବସ୍ଥା ବିଷୟରେ ଜାଣି ପାରୁଥିଲେ । ପୂର୍ବ ଯୋଗରେ ଲୋକମାନେ ପରସ୍ପରକୁ ସୂଚନା ଦେବା ତଥା ଯୋଗାଯୋଗ କରିବା ପାଇଁ ଚିଠି ଏକମାତ୍ର ଆଧାର ଥିଲା,…

ଖଟ ଚଟାଣଠାରୁ ଉଚ୍ଚରେ ରହିଥାଏ କାହିଁକି, ଏହା ମଝିରେ ଥିବା ଜାଗାର ଉଦ୍ଦେଶ୍ୟ କ’ଣ?

ଆଜିକାଲି ମାର୍କେଟରେ ବିଭିନ୍ନ ଡିଜାଇନର ବେଡ ତିଆରି କରାଯାଉଛି । କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ବେଡ ଚଟାଣ ଠାରୁ ଉପରେ ହିଁ ରହିଥାଏ । ସେଥିପାଇଁ କେତେବେଳେ କିଛି ଜିନିଷ ଖଟ ତଳେ ପଡ଼ିଯାଏ ତ କେତେବେଳେ ବୟସ୍କ ଲୋକଙ୍କ ଜୋତା କିମ୍ବା ଚପଲ ରହିଥାଏ, ଲୋକଙ୍କୁ ନଇଁପଡି ବହୁତ କଷ୍ଟରେ ଏହାକୁ…

ଦୁନିଆର ସବୁଠୁ ଛୋଟ ନଦୀ, ଜାଣନ୍ତୁ କେଉଁଠାରେ ଅଛି

ସମଗ୍ର ବିଶ୍ୱରେ ଅନେକ ନଦୀ ଅଛି, ଯାହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ ଭାବରେ ବିବେଚନା କରାଯାଏ । ଭାରତରେ ଗଙ୍ଗା, ଯମୁନା, ନର୍ମଦା, ବ୍ରହ୍ମପୁତ୍ର ଏବଂ ଗୋଦାବରୀ ଭଳି ଅନେକ ପ୍ରମୁଖ ନଦୀ ସବୁ ରହିଛି । ଏଥିମଧ୍ୟରୁ ଗଙ୍ଗା ଭାରତର ବୃହତ୍ତମ ନଦୀ ହୋଇଥିବାବେଳେ ଅରବରୀ ସବୁଠାରୁ ଛୋଟ ନଦୀ…

କେମିତି ଦିଆଯାଏ ଜାତୀୟ ରାଜପଥର ନାମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦେଶର ପରିବହନ ବ୍ୟବସ୍ଥାର ଲାଇଫ୍ ଲାଇନ୍ ହେଉଛି ଜାତୀୟ ରାଜପଥ। ପ୍ରତ୍ୟେକ ଜାତୀୟ ରାଜପଥକୁ ଏକ ନମ୍ବର ଦିଆଯାଏ, ଯାହା ଅନ୍ୟ ସମସ୍ତ ରାସ୍ତା ଠାରୁ ଏହାକୁ ଭିନ୍ନ କରେ । ଏହି ନମ୍ବରକୁ ବାଛିବା ପାଇଁ ବହୁତ ସମୟ ଲାଗିଥାଏ, ଯାହା ପରେ ଏହି ରାସ୍ତାକୁ ବଡ଼ ସଡ଼କ ନେଟଓ୍ଵାର୍କର ଆକାର ଦିଆଯାଏ ।…

ମହାକାଶରେ ସର୍ବନିମ୍ନ ତାପମାତ୍ରା କେତେ, ଜାଣନ୍ତୁ କ’ଣ କହୁଛି ନାସା

ଆପଣାମନେ ମହାକାଶ ବିଷୟରେ ଅନେକ କଥା ଶୁଣିଥିବେ ଏବଂ ପଢିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜାଣାଇବୁ । ଯାହା ହେଉଛି ବର୍ତ୍ତମାନର ତାପମାତ୍ର ସମ୍ବନ୍ଧୀୟ ବିଷୟରେ । ଏବେ ଗରମ ଯୋଗୁ ସମସ୍ତ ଲୋକ ବହୁତ ଚିନ୍ତିତ ରହୁଛନ୍ତି । ଏପରି ପରିସ୍ଥିତିରେ ମହାକାଶ…

କ’ଣ ସତରେ ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ? ଏହା ପଛରେ କ’ଣ କିଛି ସତ୍ୟତା

ଆପଣ ପ୍ରାୟତଃ ଫିଲ୍ମ ଏବଂ ସିରିଏଲରେ ଦେଖିଥିବେ ଯେ ଯଦି ନାଗକୁ ହତ୍ୟା କରାଯାଏ, ତେବେ ନାଗୁଣୀ ନିଶ୍ଚିତ ଭାବରେ ପ୍ରତିଶୋଧ ନେବାକୁ ଆସିଥାଏ । ଏହି କଥା ଓ ଚିତ୍ରକୁ ଆପଣ ମାନେ ବହୁତ ହିଁ ଉପଭୋଗ କରନ୍ତି ଆଉ ତାକୁ ନେଇ ମନରେ ପ୍ରଶ୍ନ ବି ଆସେ କ'ଣ ସତରେ ଏମିତି ହୋଇଥାଏ । ସାଧାରଣ ଲୋକଙ୍କ ମନରେ…

କ’ଣ ଥିଲା ରାଜସ୍ଥାନର ପୁରାତନ ନାମ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆପଣ ଜାଣନ୍ତି କି ଆଜି ଆମେ ଯେଉଁ ରାଜ୍ୟକୁ ରାଜସ୍ଥାନ ବୋଲି ଜାଣୁ? ପୂର୍ବରୁ ଏହାର ନାମ ଏହା ନୁହେଁ ବରଂ ଅନ୍ୟ କିଛି ଥିଲା । ତେବେ ଆସନ୍ତୁ ରାଜସ୍ଥାନର ପୂର୍ବ ନାମ କଣ ଥିଲା ସେହି ବିଷୟରେ ଜାଣିବା । ନିକଟରେ ଅର୍ଥାତ ୩୦ ମାର୍ଚ୍ଚରେ ରାଜସ୍ଥାନ ଦିବସ ପାଳନ କରାଯାଇଛି । ଆଜି ଆମେ ଆପଣଙ୍କୁ…

ଖାଲି ଆଖିରେ କାହିଁକି ଦେଖନ୍ତି ନାହିଁ ସୂର୍ଯ୍ୟଗ୍ରହଣ, ଜାଣନ୍ତୁ ଏହାକୁ ନେଇ କଣ କହିଛି ନାସା

ଭାରତୀୟ ସମାଜରେ ଗ୍ରହଣକୁ ନେଇ ଅନେକ ମାନ୍ୟତା ରହିଛି । ତେବେ ସୂର୍ଯ୍ୟଗ୍ରହଣର ପ୍ରଭାବ ଅଧିକ ଥାଏ ବୋଲି ଲୋକମାନେ ମାନିଥାନ୍ତି । ଏଥିପାଇଁ କେବଳ ଭାରତ ନୁହେଁ ସମଗ୍ର ପୃଥିବୀରେ ସୂର୍ଯ୍ୟଗ୍ରହଣକୁ ନେଇ ଅନେକ ମାନ୍ୟତା ରହିଛି । ଏହି ମାନ୍ୟତା ମଧ୍ୟରୁ ଗୋଟିଏ ହେଉଛି ସୂର୍ଯ୍ୟଗ୍ରହଣ ସମୟରେ ଏହି…

ଦୁନିଆର ସବୁଠାରୁ ଭୟଙ୍କର ବ୍ରିଜ୍, ଯିବାକୁ ଭୟ କରନ୍ତି ଲୋକେ

ଆଟଲାଣ୍ଟିକ୍ ମହାସାଗରରେ ଉତ୍ତର ଆୟର୍ଲାଣ୍ଡର ଏକ ବ୍ରିଜ୍ ରହିଛି ଯାହା ଦୁନିଆର ସବୁଠାରୁ ଭୟଙ୍କର ବ୍ରିଜ୍ ଭାବରେ ପରିଗଣିତ ହୁଏ । ଏହି ବ୍ରିଜର ନାମ ହେଉଛି କାରିକ୍ ଏ ରେଡ୍ ରୋପ । ଏହି ବ୍ରିଜ୍ ବିଷୟରେ କୁହାଯାଏ ଯେ ଅନେକ ଯାତ୍ରୀ ଏହାକୁ ଦେଖନ୍ତି ଏବଂ ସ୍ପର୍ଶ ନକରି ଫେରିଯାଆନ୍ତି ଏବଂ…

ଚନ୍ଦନ ଗଛ ମୂଳରେ କାହିଁକି ରୁହନ୍ତି ସାପ ? ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ

ଚନ୍ଦନ ଗଛରେ ସାପ ରୁହନ୍ତି, ଏ କଥା କେତେ ସତ ? ଆପଣ କେବେ ଭାବିଛନ୍ତି କି ସାପମାନେ ଅନ୍ୟକୌଣସି ଗଛ ଅପେକ୍ଷା ଏହି ଗଛ ମୂଳରେ କାହିଁକି ରୁହନ୍ତି ? ଏହା ପଛର କାରଣ କଣ ? କେବଳ ଚନ୍ଦନ ଗଛ ଚାରିପାଖରେ ନୁହେଁ ବରଂ ଚନ୍ଦନ ଗଛର ଡାଳ ଓ ପତ୍ରରେ ମଧ୍ୟ ସାପମାନେ ରୁହନ୍ତି । ଚନ୍ଦନ ଗଛରେ ଏମିତି କଣ…