Browsing Tag

specials news

ଅଧିକ ହେଡ୍‌ଫୋନ ବ୍ୟବହାର କରୁଥିଲେ ସାବଧାନ, ହରାଇ ପାରନ୍ତି ଶ୍ରବଣ ଶକ୍ତି

ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି। ଯାହାକି ଲୋକଙ୍କ ଜୀବନଶୈଳୀ ପାଇଁ ହିଁ ସୃଷ୍ଟି ହେଉଛି। ଯେମିତିକି ବର୍ତ୍ତମାନ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୧୦୦ କୋଟି ଯୁବକ ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି। କାରଣ ଆଧୁନିକ ଯୁଗରେ ଯେତେ ଅଧିକ ଆଧୁନିକ ଉପକରଣର ବ୍ୟବହାର…

ବୁଦ୍ଧଙ୍କ ପ୍ରତୀକ ଶାନ୍ତିର ଧଉଳି ସ୍ତୁପ, ଜାଣନ୍ତୁ ଏହାର ମହାନ୍ ଗାଥା

ଶାନ୍ତି ଓ ଅହିଂସାର ପ୍ରତୀକ ଧଉଳି। ଅନେକ ଅକୁହା ଇତିହାସ ଲୁଚି ରହିଛି ଏହି ଶାନ୍ତି ସ୍ତୁପରେ। ସେଥିପାଇଁ ଆଜି ବି ଏହି ସ୍ଥାନକୁ ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକଙ୍କ ଭିଡ ଲାଗେ। ୧୯୭୩ ମସିହାରେ କଳିଙ୍ଗ ନିପୋନ ବୁଦ୍ଧ ସଙ୍ଘ ଦ୍ଵାରା ତିଆରି କରାଯାଇଥିଲା ଏହି ମହାନ୍ ଶାନ୍ତି ସ୍ତୁପ। ତେବେ ଆଜି…

ଏହି ବିଶେଷ ପ୍ରକାରର ମୁଦି ଆପଣଙ୍କୁ ମଶାଠାରୁ ରକ୍ଷା କରିବ, ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି ଜର୍ମାନ ବୈଜ୍ଞାନିକ

ମଶା ମାନଙ୍କୁ ମାରିବା ପାଇଁ ଆପଣ ଅନେକ ଉପାୟ କରୁଥିବେ। କିଛି ଲୋକ ମଶାରୀ ବ୍ୟବହାର କରନ୍ତି ତ ଆଉ କିଛି ଲୋକ ମଶାବତି। କିନ୍ତୁ ବର୍ତ୍ତମାନ ଏହି ମଶା ଠାରୁ ରକ୍ଷା ପାଇବା ପାଇଁ ଆସିଛି ଏକ ମୁଦି। ଏହା ଶୁଣି ହୁଏତ ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ। ଜର୍ମାନୀର…

ଏହି ରାଶିର ଲୋକଙ୍କର ଇନ୍ଦ୍ରିୟ ଶକ୍ତି ଖୁବ୍ ଅଧିକ, ସେମାନେ ତୁରନ୍ତ ଜାଣିନିଅନ୍ତି ସବୁକିଛି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି କିଛି ଲୋକମାନେ ସେମାନଙ୍କର ଷଷ୍ଠ ଇନ୍ଦ୍ରିୟ ଶକ୍ତି ହେତୁ ଜୀବନରେ କେବେ ହେଲେ ପରାଜିତ ହୁଅନ୍ତି ନାହିଁ ଏବଂ ଏହି ପ୍ରତିଭାର ଶକ୍ତି ଉପରେ ସେମାନେ ଭବିଷ୍ୟତର ଘଟଣାଗୁଡ଼ିକୁ ପୂର୍ବରୁ ଜାଣି ନିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ରାଶିର ଚିହ୍ନ ଉଲ୍ଲେଖ…