ମୋହନା: ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର
ଗଜପତି (କେନ୍ୟୁଜ): ଉଦ୍ଧାର ହେଲା ବିରଳ ପ୍ରଜାତିର ପାଟ ମୂଷା। ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ଦ୍ୱାରା କଲେଜ ଛକ ନିକଟ ଜଙ୍ଗଲରୁ ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର ହୋଇଛି ।
ଗତକାଲି ସନ୍ଧ୍ୟାରେ ମୂଷାଟି ରାସ୍ତା ପାର ହେବା ସମୟରେ କିଛି ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର…